Posts

MU KALE TOTE BHALA PAUCHHI

ମୁଁ କାଳେ ତୋତେ ଭଲ ପାଉଛି    ଯେଉଁ ଆଡେ ଯାଏ, ତୋତେ ହିଁ ପାଏ ।  ଯାହାକୁ ବି ଦେଖେ, ତୋରି ଚେହେରା ହିଁ ଦିଶେ ॥  ଏମିତି, ଯେମିତି ହେଉଛି  ମୁଁ କାଳେ ତୋତେ ଭଲ ପାଉଛି ।  ବହି ଯେବେ ଖୋଲୁଛି, ଭାବି ସତେ ପଢିବି କିଛି ।  ପାଠ ନାହି ସେଇଠି, ତୋରି ଛବି ଦୁଶୁଛି ॥  କଲମ ଯେତେବେଳେ ଧରୁଛି, ଭାବି ଲେଖିବି କିଛି ।  କେବଳ ତୋ ବିଷୟରେ ଲେଖି ମୁଁ ଯାଉଛି ॥  ଏମିତି, ଯେମିତି ହେଉଛି  ମୁଁ କାଳେ ତୋତେ ଭଲ ପାଉଛି ॥  କଥା ନ ହୋଇ ରହି ମୁଁ ପାରୁନି,  ହୃଦୟ ମୋର ଜଳୁଛି ।  ଶାନ୍ତିରେ ପଦୁଟେ କଥା ହେଲେ ତୋରି ସାଥିରେ,  ଓଠରୁ ମୋର ହସ ଫୁଟୁଛି ॥  ଏମିତି, ଯେମିତି ହେଉଛି  ମୁଁ କାଳେ ତୋତେ ଭଲ ପାଉଛି ॥  ତୋତେ ନ ଜଣାଇ,  ତୋତେ ଦୁଃଖ ନ ଦେଇ  ତୋଠୁ ଦୂରକୁ ଯିବାକୁ ଇଚ୍ଛା କରିବି  ତୋରି ପକ୍ଷେ ହିଁ ଆସି ଅଟକି ଯାଉଛି ॥  ଏମିତି, ଯେମିତି ଲାଗୁଛି  ମୁଁ ସତରେ ତୋତେ ଭଲ ପାଉଛି ॥  gracehebal@gmail.com    8763914568   <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"   ...

I DO NOT WANT TO SPEAK.

$ କହିବିନି $   ପ୍ରଥମ ଦେଖାରୁ ମତେ ଭଲ ଲାଗୁ ତୁ  ମୋତେ ଭଲ କହ ବୋଲି ତୋତେ କହିବିନି ।  ଆଖିର ଝରକା ଦେଇ ହୃଦୟରେ ଆସି ତୋଳିଛୁ ଘର ତୋ ହୃଦୟରେ ଘରଟେ ତୋଳିଦେ କହିବିନି ।  ପ୍ରଥମ ଦେଖାରୁ ତୋତେ ଭଲପାଇ ବସିଛି ପ୍ରିୟା ତୁ ବି ମୋତେ ଭଲ ପାଆ ବୋଲି କହିବିନି ।  ନିଜ ଶରୀର ପରି ତୋ'ର ଯତ୍ନ ନେବି ହେଲେ, ସେ ପରି ଯତ୍ନ ନେ ଏକଥା ତୋତେ କହିବିନି ।  ଟିକେ ଦୂରେ ଥିଲେ ବହୁତ ମାନେ ପଡୁ ତୁ  ତୁ ବି ମୋତେ ମାନେ ପକା କହିବିନି ।  ତୋ ସହିତ ଅଧିକରୁ ଅଧିକ ସମୟ ବିତେଇବାକୁ ମୋ ଇଚ୍ଚ୍ହା  ତୁ ମୋ ସହିତ ହିଁ ସମୟ ବିତା ଏକଥା ତୋତେ କହିବିନି ॥  ତୋ ସୁଖରେ ଦୁଃଖରେ ଛାଇପରି ସାଥେ ରହିବି  ଅନିଚ୍ଛା ସ୍ଵତେ ତୁ ମୋ ସାଥିରେ ରହ କହିବିନି ।  ତୋ'ଠୁ ନିମିଷକେ ପାଇଁ ଦୂରେ ରହି ପାରିବନି  ତୁ କଣ ପାଇଁ ଦୂରେ ଦୂରେ ରହୁଛୁ ତୋତେ କହିବିନି ॥       <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"></script>

You are in my Mind.

ତୁ ମୋ ମନରେ    ପ୍ରଥମ ଦେଖାର ଅଭୂଲା ସ୍ମୃତି ପାରିନି ତାକୁ ଏଯାଏଁ ଭୁଲି । ସେହି ସ୍ମୃତିକୁ ରଖିଛି ଛାତି ତଳେ ମୁଁ ଲୁଚେଇ ॥ ସେହି ପ୍ରଥମ ଦେଖାରୁ ଆଜିର ଦେଖାରେ ଅନେକ ପ୍ରରକ ରହିଛି, ତଥାପି ମୋ ଦୁଇ ଆଖିରେ ତୋ'ରି ଛବି ନାଚୁଛି ।। ପ୍ରଥମ ଦେଖରେ ଏ ମୋ ହୃଦୟରେ ବାସି ଉଠିଥିଲା ତୋ ପ୍ରେମର ବାସନା, ଆଜି ସେହି ହୃଦୟରେ ଭରିଯାଇଅଛି ବିରହର ଦୁଃଖ ଯନ୍ତ୍ରଣା ॥ ମନ ଚାହିଁଥିଲା କେତେ ଏ ଦୁଇ ଆଖି ସପନ ଦେଖିଥିଲା ଯେତେ, ଭାଙ୍ଗି ଯାଇଛି ସବୁ ବାଲି ଘର ପରି ହୋଇ ସତେ ॥ ସ୍ଵାର୍ଥ ତ ନଥିଲା ମୋ ପ୍ରେମରେ ଦୂରେଇ ଗଲୁ ତୁ କି ପାଇଁରେ, ଆଜି ବି ତୁ ହିଁ ଅଛୁ  ମୋ ପ୍ରେମରେ ମୋ ପ୍ରେମ ତୋତେ ହିଁ ଝୁରେ ॥ ମନ ମୋ ପାଗଳ ପରି ସବୁ ବେଳେ ଘାରି ହେଉଛି ତୋ'ରି କଥା, ତୋ'ତେ କାଳେ ଖବର ନାହିଁ  ମୋ'ର ଏହି ଅକୁହା ମନର ବ୍ୟଥା ॥ ଆଖିରୁ ସିନା ଦୂରରେ ଅଛୁରେ ମନରୁ ନାହି କେବେ ଦୂରେ,  ଯେତେ ଦୂରେ ଥାଇ ବି ଆଜି ବି ରହିଛୁ ତୁ ମୋ ଏହି ଟିକି ମନରେ ॥ ମନରୁ ତୋତେ ଦୂରେଇ ମୁଁ ପାରୁନି ଦିନେ ହୃଦୟ ଦେଇ ଭଲ ପାଇଛି ବୋଲି, ତୋ ପାଇଁ ମୋ ପ୍ରେମ ବାସି ତୋ ହୋଇନି ରହିଛି ସଜ ଫୁଲଟେ ଭଳି ॥ ତୋ ସହିତ ବିତେଇ ଥିବା ପ୍ରତୀଟି ମହୁର୍ତ୍ତ ମୋ ନିଃଶ୍ଵାସ ପ୍ରଶ୍ବାସରେ ଯୋଡିତ, ସେଥିଲାଗି ପାଉଛି ମୁଁ କଷ୍ଟ ବହୁତ ତଥାପି ତୁ ମୋ ମନରେ, ଏହା ହିଁ ସତ ॥  <script async src="https...

TEAR IN THE RAIN

Barsa Bhija Luha.        ଯେତେବେଳେ ବାଦଲ ଗର୍ଜନ କରେ । ପୁଣି, ନୀଳ ଆକାଶରେ କଳା ବାଦଲ ଘେରି ଯାଏ। ଏହି  ମନରେ ସେ ଦିନ ବର୍ଷା ଭିଜା କଥା ମନେ ପଡିଯାଏ । ସତରେ ସେ ଦିନର ସେହି ଘଟଣା ଆଉ ଜୀବନରେ କେବେ ଘଟିବନି ।  ସେହି ଘଟଣା ଜୀବନରେ ଏକ ଅଭୂଲା ସ୍ମୃତିର ଛବି ଆଙ୍କି ଦେଇଛି । ଯେବେ ବି, ଯେତେବେଳେ ବି ବର୍ଷା ହୁଏ, ମୋତେ ସେହି ଦୃଶ୍ୟ ମନେ ପଡେ ହିଁ ପଡେ ।          ସେ ଦିନଥିଲା ଆମ କଲେଜର ଶେଷ ଦିନ । ପ୍ରାୟ  ସମସ୍ତେ ଖୁସିରେ ଥାନ୍ତି । କେବଳ ସୃଷ୍ଟିଙ୍କୁ ଛାଡି ଦେଲେ । ହଁ ମୁ ମଧ୍ୟ ତାଙ୍କ ସହିତ ସାମିଲ ।  କାରଣ ଆମେ ଦୁହେଁ ଭଲ ବନ୍ଧୁ ଅଟୁ । ସେ ଦିନ ସେ ବହୁତ ହିଁ କାନ୍ଦୁଥିଲେ। ସମସ୍ତଙ୍କଠୁ ଦୂରେଇ ଯିବାର ଦୁଃଖରେ । ତାଙ୍କୁ ଦେଖି ଦେଖି ମୁଁ ବି ଅସମ୍ଭାଳ ହେଇଯାଉଥିଲି । ଏହି ସମୟରେ ଯଦି ମୋ ଆଖିରୁ ଟୋପେ ଲୁହ ଝରିଯାଏ ତା'ହେଲେ ସେ ଚୁପ ହେବାର ପ୍ରଶ୍ନ ଉଠିନଥା'ନ୍ତା । ସେଇଥିପାଇଁ ମୁଁ ନିଜକୁ ସେ ଦିନ ବହୁତ ଆୟତ୍ତରେ ରଖିଲି ।  ଏମିତି କିଛି ସମୟ ବିତିଗଲା, ଶେଷରେ ବିଦାୟ ନେଇ ଆମେ ବାହାରି ପଡିଲୁ । ଟିକେ ଡେରି ହେଇଯିବା କାରଣରୁ ସୃଷ୍ତିଙ୍କ ବସ ମିସ ହୋଇଗଲା । ଆମେ ବସ ଧରିବା ଆଶାରେ ମୋ ମୋଟର ସାଇକେଲରେ ଟିକେ ଦୂରରେ ଥିବା ବାସଷ୍ଟାଣ୍ଡକୁ ଯିବାକୁ ବାହାରି ପଡିଲୁ । ଜୀବ ବାଟରେ, କିଛି ପଛ ଦିନର କଥା ...

YOU ARE ALWAYS IN MY MIND.

Tu Bahut Yaad Ati Hai      Jitne v dur jana chahun  Dur jaa nehi pata Teri yaad har waqt  Parchhai ki tarha rehta. Chalijati hai tu mujhse dur Kabhi root k toh kabhi hoke mozboor Na roothe teri yaad mujhse Kabhi nehi ho pata mujhse dur. Maan v le ki Tu v mujhe yaad karti hai Mozboori mai rooth jati hai Wor kuch waqt dur chali jati hai. Tere se yesha kya rista hai mera Jo har waqt yaad aati hai tera Apna waqt gujar jata hai  Yun hi teri yaad mai. Chahe gam ho ya khusi Bheed ho ya tanhayi Hamesha sath hai yaadein teri Teri yaad aab bangayi komzori meri. <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"></script>  

TUJHE KUCH BATANA HAI

Image
TUJHE KUCH BATANA HAI Tujhse kabhi jhagadna nehi Tujhse kabhi rootna nehi Tere pass mujhe rehna hai Har wo lambha tere sath bitana hai. Tujhse dur jana nehi Tujhse apna kehna nehi Bas tujhe milna hai Dil ki halat batana hai. Mana hai tujhe hum yaad ate nehi Par tere yadon se juda ho pate nehi Tujhe yaadon mai basa liya hai Mere shason mai tu hi sama gayi hai. Tujhe apna pyar jatana nehi Apna feeling share karna nehi Par tujhse hi pyar karna hai Apna feelings ko dawa ke tujhse hi judda rehna hai. Pehle ki tarah care karna nehi Caring hoke wor kabhi jhukna nehi Par khud ko tere sang share karna hai Apna jeysa pyar karke, tujhse v thoda pyar pana hai. Tumhari zindagi mai apna huqk jatana nehi Tumhari margi k bina kuch karna nehi Bas tumhari huqk humpe kayam hai Tumhari margi mere takdeer hai. Teri online rehna check karna nehi Reply na anne se uddash rehna nehi Tujhse khusi se baatein karni hai Apna baki waqt...

After you WenT, Few Lines for you.

Image
AFTER YOU WENT, FEW LINES FOR YOU. .......ତୁମେ ଗଲାପରେ, ତୁମ ପାଇଁ ପଦେ....... ଭଲପାଇ ମୁ୍ଁ ତୁମକୁ, ତୁମକୁ ପାଇବା ଆଶାରେ ମୁଁ ସମ୍ପୂର୍ଣ୍ଣ ବଦଳି ଗଲି ।। ବଦଳି ନି ପ୍ରିୟା ମୁହିଁ ଏକା, ତୁମେ ବି ଗଲ ବଦଳି ବଦଳି ତୁମେ ମୋ'ଠୁ ଦୁରକୁ ଗଲ ଚାଲି।। ଚାଲିଗଲ ଏପରି ଦୁରକୁ ଏକା କରି ମୋ ମନ ଜୀବନକୁ ହାତ ଧରି ପୁଣି ଆଉ କାହାକୁ।। ହାତ ଧରି ଆମେ ଏକ ଆରେକର ଗଢିବା ଆମେ ସୁନା ସଂସାର ଏହା ଥିଲା ଆମ ଜୀବନ ଗୀତର ସ୍ଵର।। ସେ ଗୀତର ସ୍ଵର ତାଳ ଗଲା ଗୋ ପ୍ରିୟା ବିଗିଡି ସୁନାର ସପନ ସବୁ ଗଲା ଜଳି ପୋଡି।। ଜାଳି ପୋଡି ଦେଲୁ ତୁ  ମୋ ଜୀବନର ଲକ୍ଷ୍ୟ, ସପନ ଚୁନା କରି ଦେଲୁ ପୁଣି ମୋ ଟିକି ମନ।। ଚୁନା କଲୁ ମନ, ଜାଳିଲୁ ସପନ ଦୁଃଖ ନାହିଁ କି ନାହିଁ ଅଭିମାନ  ଦୁଃଖ ଏତିକି କଲୁ ବୋଲି ମିଛ ଅଭିନୟ ।। ଭଲପାଇବାର କଲୁ ଏପରି ଅଭିନୟ କରି ନ ପାରିଲି ଟିକିଏ ସନ୍ଦେହ ଜାଣିପାରିଲି ନି, ନାହିଁ ବୋଲି ତୋ' ହୃଦୟ ।। ଦୁଃଖ ନାହିଁ ଆଜି ବି ନାହିଁ ତୋ ପ୍ରତି ମୋ ଅଭିମାନ ହୋଇଛି ଆଜି ପୁଣି ମା'ର ଗେଲ୍ଲା ସନ୍ତାନ ।। ତୋ ପ୍ରେମ ଥିଲା ମୋ ଜୀଇଁବାର କାରଣ ଚାଲିଥିଲି ହାରିବାକୁ ଏ ସୁ୍ନ୍ଦର ଜୀବନ ହୃଦୟ ଭାଙ୍ଗି ଆଖି ଖୋଲି ଦେଲୁ ହେଲି ମୁଁ ଆଜି ପିତାମାତାଙ୍କ ବଞ୍ଚିବାର କାରଣ ।। ତୁମକୁ ଭଲପାଇ  ଯାଇଥିଲି ସାଙ୍ଗସାଥି ମେଳୁ ଦୁରେଇ ତୁମ...