The Universal Charger: Revolutionizing Connectivity and Convenience

In today's fast-paced, tech-driven world, the demand for efficiency and convenience has never been higher. Enter the universal charger, a game-changer in the realm of electronic devices. This innovation not only streamlines the charging process but also brings a host of benefits to consumers and the environment. In this blog, we'll explore what a universal charger is, its uses, and the numerous profits it offers to both individuals and society at large. What is a Universal Charger? A universal charger is a single charging device compatible with a wide range of electronic gadgets, including smartphones, tablets, laptops, and other portable devices. Unlike traditional chargers, which are often device-specific, a universal charger uses standardized connectors such as USB-C, allowing it to work with various brands and models. This standardization is driven by the push for interoperability and reduction of electronic waste. Uses of a Universal Charger 1. * *Compatibility Across Devi...

You are in my Mind.



ତୁ ମୋ ମନରେ  


ପ୍ରଥମ ଦେଖାର ଅଭୂଲା ସ୍ମୃତି
ପାରିନି ତାକୁ ଏଯାଏଁ ଭୁଲି ।
ସେହି ସ୍ମୃତିକୁ ରଖିଛି
ଛାତି ତଳେ ମୁଁ ଲୁଚେଇ ॥

ସେହି ପ୍ରଥମ ଦେଖାରୁ ଆଜିର ଦେଖାରେ
ଅନେକ ପ୍ରରକ ରହିଛି,
ତଥାପି ମୋ ଦୁଇ ଆଖିରେ
ତୋ'ରି ଛବି ନାଚୁଛି ।।

ପ୍ରଥମ ଦେଖରେ ଏ ମୋ ହୃଦୟରେ
ବାସି ଉଠିଥିଲା ତୋ ପ୍ରେମର ବାସନା,
ଆଜି ସେହି ହୃଦୟରେ
ଭରିଯାଇଅଛି ବିରହର ଦୁଃଖ ଯନ୍ତ୍ରଣା ॥

ମନ ଚାହିଁଥିଲା କେତେ
ଏ ଦୁଇ ଆଖି ସପନ ଦେଖିଥିଲା ଯେତେ,
ଭାଙ୍ଗି ଯାଇଛି ସବୁ
ବାଲି ଘର ପରି ହୋଇ ସତେ ॥

ସ୍ଵାର୍ଥ ତ ନଥିଲା ମୋ ପ୍ରେମରେ
ଦୂରେଇ ଗଲୁ ତୁ କି ପାଇଁରେ,
ଆଜି ବି ତୁ ହିଁ ଅଛୁ  ମୋ ପ୍ରେମରେ
ମୋ ପ୍ରେମ ତୋତେ ହିଁ ଝୁରେ ॥

ମନ ମୋ ପାଗଳ ପରି
ସବୁ ବେଳେ ଘାରି ହେଉଛି ତୋ'ରି କଥା,
ତୋ'ତେ କାଳେ ଖବର ନାହିଁ
 ମୋ'ର ଏହି ଅକୁହା ମନର ବ୍ୟଥା ॥

ଆଖିରୁ ସିନା ଦୂରରେ ଅଛୁରେ
ମନରୁ ନାହି କେବେ ଦୂରେ,
 ଯେତେ ଦୂରେ ଥାଇ ବି
ଆଜି ବି ରହିଛୁ ତୁ ମୋ ଏହି ଟିକି ମନରେ ॥

ମନରୁ ତୋତେ ଦୂରେଇ ମୁଁ ପାରୁନି
ଦିନେ ହୃଦୟ ଦେଇ ଭଲ ପାଇଛି ବୋଲି,
ତୋ ପାଇଁ ମୋ ପ୍ରେମ ବାସି ତୋ ହୋଇନି
ରହିଛି ସଜ ଫୁଲଟେ ଭଳି ॥

ତୋ ସହିତ ବିତେଇ ଥିବା ପ୍ରତୀଟି ମହୁର୍ତ୍ତ
ମୋ ନିଃଶ୍ଵାସ ପ୍ରଶ୍ବାସରେ ଯୋଡିତ,
ସେଥିଲାଗି ପାଉଛି ମୁଁ କଷ୍ଟ ବହୁତ
ତଥାପି ତୁ ମୋ ମନରେ, ଏହା ହିଁ ସତ ॥ 


<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
     crossorigin="anonymous"></script>

Comments

Popular posts from this blog

AFTER YOU WENT, FEW LINE FOR YOU

Introdution Myself.

ପ୍ରିୟା ଗୋ ତୁମ ପାଇଁ ପଦେ