You are in my Mind.
ତୁ ମୋ ମନରେ
ପ୍ରଥମ ଦେଖାର ଅଭୂଲା ସ୍ମୃତି
ପାରିନି ତାକୁ ଏଯାଏଁ ଭୁଲି ।
ସେହି ସ୍ମୃତିକୁ ରଖିଛି
ଛାତି ତଳେ ମୁଁ ଲୁଚେଇ ॥
ସେହି ପ୍ରଥମ ଦେଖାରୁ ଆଜିର ଦେଖାରେ
ଅନେକ ପ୍ରରକ ରହିଛି,
ତଥାପି ମୋ ଦୁଇ ଆଖିରେ
ତୋ'ରି ଛବି ନାଚୁଛି ।।
ପ୍ରଥମ ଦେଖରେ ଏ ମୋ ହୃଦୟରେ
ବାସି ଉଠିଥିଲା ତୋ ପ୍ରେମର ବାସନା,
ଆଜି ସେହି ହୃଦୟରେ
ଭରିଯାଇଅଛି ବିରହର ଦୁଃଖ ଯନ୍ତ୍ରଣା ॥
ମନ ଚାହିଁଥିଲା କେତେ
ଏ ଦୁଇ ଆଖି ସପନ ଦେଖିଥିଲା ଯେତେ,
ଭାଙ୍ଗି ଯାଇଛି ସବୁ
ବାଲି ଘର ପରି ହୋଇ ସତେ ॥
ସ୍ଵାର୍ଥ ତ ନଥିଲା ମୋ ପ୍ରେମରେ
ଦୂରେଇ ଗଲୁ ତୁ କି ପାଇଁରେ,
ଆଜି ବି ତୁ ହିଁ ଅଛୁ ମୋ ପ୍ରେମରେ
ମୋ ପ୍ରେମ ତୋତେ ହିଁ ଝୁରେ ॥
ମନ ମୋ ପାଗଳ ପରି
ସବୁ ବେଳେ ଘାରି ହେଉଛି ତୋ'ରି କଥା,
ତୋ'ତେ କାଳେ ଖବର ନାହିଁ
ମୋ'ର ଏହି ଅକୁହା ମନର ବ୍ୟଥା ॥
ଆଖିରୁ ସିନା ଦୂରରେ ଅଛୁରେ
ମନରୁ ନାହି କେବେ ଦୂରେ,
ଯେତେ ଦୂରେ ଥାଇ ବି
ଆଜି ବି ରହିଛୁ ତୁ ମୋ ଏହି ଟିକି ମନରେ ॥
ମନରୁ ତୋତେ ଦୂରେଇ ମୁଁ ପାରୁନି
ଦିନେ ହୃଦୟ ଦେଇ ଭଲ ପାଇଛି ବୋଲି,
ତୋ ପାଇଁ ମୋ ପ୍ରେମ ବାସି ତୋ ହୋଇନି
ରହିଛି ସଜ ଫୁଲଟେ ଭଳି ॥
ତୋ ସହିତ ବିତେଇ ଥିବା ପ୍ରତୀଟି ମହୁର୍ତ୍ତ
ମୋ ନିଃଶ୍ଵାସ ପ୍ରଶ୍ବାସରେ ଯୋଡିତ,
ସେଥିଲାଗି ପାଉଛି ମୁଁ କଷ୍ଟ ବହୁତ
ତଥାପି ତୁ ମୋ ମନରେ, ଏହା ହିଁ ସତ ॥
ପାରିନି ତାକୁ ଏଯାଏଁ ଭୁଲି ।
ସେହି ସ୍ମୃତିକୁ ରଖିଛି
ଛାତି ତଳେ ମୁଁ ଲୁଚେଇ ॥
ସେହି ପ୍ରଥମ ଦେଖାରୁ ଆଜିର ଦେଖାରେ
ଅନେକ ପ୍ରରକ ରହିଛି,
ତଥାପି ମୋ ଦୁଇ ଆଖିରେ
ତୋ'ରି ଛବି ନାଚୁଛି ।।
ପ୍ରଥମ ଦେଖରେ ଏ ମୋ ହୃଦୟରେ
ବାସି ଉଠିଥିଲା ତୋ ପ୍ରେମର ବାସନା,
ଆଜି ସେହି ହୃଦୟରେ
ଭରିଯାଇଅଛି ବିରହର ଦୁଃଖ ଯନ୍ତ୍ରଣା ॥
ମନ ଚାହିଁଥିଲା କେତେ
ଏ ଦୁଇ ଆଖି ସପନ ଦେଖିଥିଲା ଯେତେ,
ଭାଙ୍ଗି ଯାଇଛି ସବୁ
ବାଲି ଘର ପରି ହୋଇ ସତେ ॥
ସ୍ଵାର୍ଥ ତ ନଥିଲା ମୋ ପ୍ରେମରେ
ଦୂରେଇ ଗଲୁ ତୁ କି ପାଇଁରେ,
ଆଜି ବି ତୁ ହିଁ ଅଛୁ ମୋ ପ୍ରେମରେ
ମୋ ପ୍ରେମ ତୋତେ ହିଁ ଝୁରେ ॥
ମନ ମୋ ପାଗଳ ପରି
ସବୁ ବେଳେ ଘାରି ହେଉଛି ତୋ'ରି କଥା,
ତୋ'ତେ କାଳେ ଖବର ନାହିଁ
ମୋ'ର ଏହି ଅକୁହା ମନର ବ୍ୟଥା ॥
ଆଖିରୁ ସିନା ଦୂରରେ ଅଛୁରେ
ମନରୁ ନାହି କେବେ ଦୂରେ,
ଯେତେ ଦୂରେ ଥାଇ ବି
ଆଜି ବି ରହିଛୁ ତୁ ମୋ ଏହି ଟିକି ମନରେ ॥
ମନରୁ ତୋତେ ଦୂରେଇ ମୁଁ ପାରୁନି
ଦିନେ ହୃଦୟ ଦେଇ ଭଲ ପାଇଛି ବୋଲି,
ତୋ ପାଇଁ ମୋ ପ୍ରେମ ବାସି ତୋ ହୋଇନି
ରହିଛି ସଜ ଫୁଲଟେ ଭଳି ॥
ତୋ ସହିତ ବିତେଇ ଥିବା ପ୍ରତୀଟି ମହୁର୍ତ୍ତ
ମୋ ନିଃଶ୍ଵାସ ପ୍ରଶ୍ବାସରେ ଯୋଡିତ,
ସେଥିଲାଗି ପାଉଛି ମୁଁ କଷ୍ଟ ବହୁତ
ତଥାପି ତୁ ମୋ ମନରେ, ଏହା ହିଁ ସତ ॥
<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
crossorigin="anonymous"></script>
Comments
Post a Comment