ମୋ ପ୍ରେମ ...
ମୋ ପ୍ରେମ
ପ୍ରେମ ମୋ ନୁହେ ବରଫ ଖଣ୍ଡ
ସୁରୂଜ କିରଣ ରେ ତରଳି ଯିବ,
ନୁହେ ପୁଣି ଏହା ବାଲିର ଘର
ପାଣି ପଡିଲେ ଧୁଳେଇ ଯିବ । ।
ପ୍ରେମ ମୋର ନୁହେଁ ଫୁଲର ମାଳ
ପବନ ବାଜିଲେ ମଉଳି ଯିବ,
ପ୍ରେମ ଅଟେ ମୋର ନଈ ପାଖର ବୃକ୍ଷ
ସେ ସ୍ଵ-ସମୟରେ ଫଳ ଦେବ । ।
ନ କର ମୋ ପ୍ରେମ କୁ ହୀନ
ତୁମ ପାଇଁ ଏହା ଅଟେ ଚିରନ୍ତନ ,
ନ କର ପୁଣି ମୋ ମନକୁ ଉଦାସୀନ
ତୁମରି ପାଇଁ ଅଛି ପ୍ରେମ, ମୋ ଜୀବନେ ସୀମାହୀନ । ।
gracehebal@gmail.com
<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
crossorigin="anonymous"></script>
Comments
Post a Comment