The Universal Charger: Revolutionizing Connectivity and Convenience

In today's fast-paced, tech-driven world, the demand for efficiency and convenience has never been higher. Enter the universal charger, a game-changer in the realm of electronic devices. This innovation not only streamlines the charging process but also brings a host of benefits to consumers and the environment. In this blog, we'll explore what a universal charger is, its uses, and the numerous profits it offers to both individuals and society at large. What is a Universal Charger? A universal charger is a single charging device compatible with a wide range of electronic gadgets, including smartphones, tablets, laptops, and other portable devices. Unlike traditional chargers, which are often device-specific, a universal charger uses standardized connectors such as USB-C, allowing it to work with various brands and models. This standardization is driven by the push for interoperability and reduction of electronic waste. Uses of a Universal Charger 1. * *Compatibility Across Devi

ପ୍ରେମ ଓ ସମୟ


ପ୍ରେମ ଓ ସମୟ

             ଏକଦା ଦ୍ବୀପରେ ଦୁଖ, ସୁଖ, ଜ୍ଞାନ, ପ୍ରେମ ପରି ସବୁ ପ୍ରକାର ଭାବନା ରହୁ ଥିଲେ । ଥରେ ଘୋଷଣା କାରଗଲା ଯେ ଦ୍ବୀପଟି ବୁଡିବାକୁ ଯାଉଛି । ତେଣୁ ସମସ୍ତେ ନିଜ ନିଜ ଡଙ୍ଗା ତିଆରି କରି ଜୀବ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେ । କିନ୍ତୁ କେବଳ ପ୍ରେମ ହିନ ଜୀବ କୁ ଚାହିଁଲା ନହିନି । ପ୍ରେମ ଏକୁଟିଆ ରହିଗଲା । ଶେଷ ସମୟ ପର୍ଯ୍ୟନ୍ତ ସେ ସେଠାରେ ଅପେକ୍ଷା କରି ରହିଲା । ଯେତେ ବେଳେ ଦ୍ବୀପଟି ପୁରା ବୁଡିବାକୁ ଲାଗିଲା, ପ୍ରେମ ଅନ୍ୟକୁ ସାହାଯ୍ୟ ମାଗିଲା । 
            ସେହି ସମୟରେ ଧନ ସେହି ବାଟରେ ଏକ ବଡ ନୌକାରେ ଯାଉଥିଲା । ପ୍ରେମ ପଚାରିଲା, ଧନ ମୋତେ ତୋ ସାଙ୍ଗରେ ନେବୁ କି ? କିନ୍ତୁ ଧନ ଉତ୍ତର ଦେଲା, ମୋ ଡଙ୍ଗାରେ ବହୁତ ସୁନାରୂପା ରହିଛି । ତୋ ପାଇଁ ଡାଙ୍ଗରେ ସ୍ତାନ କାହିଁ ?
ପ୍ରେମ ସ୍ତିର କଲା ଗରବାକୁ ସାହାଯ୍ୟ ମାଗିବାକୁ । ଏକ ସୁନ୍ଦର ନୌକରେ ଗର୍ବ ସେହି ବାଟରେ ଯାଉଥିଲା । ପ୍ରେମ କହିଲା, ଗର୍ବ ମୋତେ ଠିକେ ସାହାଯ୍ୟ କର । କିନ୍ତୁ, ସେ ତୁରନ୍ତ ଉତ୍ତର ଦେଲା, ମୁଁ ତୋତେ ସାହାଯ୍ୟ କରି ପାରିବି ନି ପ୍ରେମ । ତୁ ପୂରା ଓଦା ହୋଇଯାଇଛୁ । ମୋ ଡଙ୍ଗା ତୋ ଯୋଗୁଁ ବୁଡି ଜୀବ । 
           ପ୍ରେମ ଖୁବ ନିକଟସ୍ଥ ବନ୍ଧୁ ଦୁଖକୁ ସେ ପଚାରିଲା, 'ଦୁଖ ମୋତେ କେହି ସାହାଯ୍ୟ କରୁନାହାନ୍ତି । ତୁ ମୋତେ ତୋ ସାଙ୍ଗରେ ନେବୁ । ଦୁଖ ବି ମନା କରିଦେଲା । କହିଲା, ପ୍ରେମ ମୁଁ ଏତେ ଦୁଖୀ ଅଛି ଯେ ଏକୁଟିଆ ଯିବାକୁ ଚାହୁଁଛି । ସେହି ସମୟରେ ଖୁସି ସେହି ବାଟେ ଯାଉଥାଏ ଯେ ପ୍ରେମ ତାକୁ ଯେତେ ଡାକିଲେ ବି ସେ କିଛି ବି ଶୁଣିଲା ନହିଁ । 
            ସେହି ସମୟରେ କେହି ଜଣେ ଡାକିଲା ପ୍ରେମ ଆସ , ପ୍ରେମ ଆସ । ମୁଁ ତୁମୋକୁ ମୋ ସାଙ୍ଗରେ ନେଇ ଜୀବି । ଖୁସିରେ ପ୍ରେମ ତା'ସାଙ୍ଗରେ ବସି ପଡିଲା । ସେ ରକ୍ଷା ପାଇବା ଖୁସିରେ ଏତେ ବିଭୋର ହୋଇଯାଇଥିଲା ଯେ, ତା'ଠାରୁ ବାରିଷ୍ଠ ଏହି ବନ୍ଧୁ ଜଣକ କିଏ ବୋଲି ସେ ଜାଣିପାରିଲା ନହିଁ । ତା' ନାଁ କ'ଣ ସେ ତାକୁ ପଚାରି ପାରିଲାନି । ସେହି ଅଜଣା ବନ୍ଧୁ ପ୍ରେମକୁ ଏକ ଶୁଖିଲା ଦ୍ବୀପରେ ଛାଡି ଚାଲିଗଲା । ତେବେ କୃତଜ୍ଞତା ଜଣାଇବା ପାଇଁ ସେ ଆଉ ଜଣେ ବରିଷ୍ଠ ବନ୍ଧୁ ଜ୍ଞାନାକୁ ପଚାରିଲା, ମୋତେ ଯିଏ ଏଠାରେ ଛାଡିଗଲେ ସିଏ କିଏ ?
            ଜ୍ଞାନ କହିଲା, ସେ ଥିଲା ସମୟ । ସମୟ, ପଚାରିଲା ପ୍ରେମ । ସେ କାହିଁକି ମୋତେ ସାହାଯ୍ୟ କଲା । ଜ୍ଞାନ ହସି ହସି କହିଲା, କାରଣ କେବଳ ସମୟ ହିଁ ବୁଝି ପରେ ପ୍ରେମ କେତେ ମୁଲ୍ୟବାନ ।    





gracehebal@gmail.com
(ପ୍ରୋମେୟ) 

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
     crossorigin="anonymous"></script>

Comments

Popular posts from this blog

AFTER YOU WENT, FEW LINE FOR YOU

Introdution Myself.

ପ୍ରିୟା ଗୋ ତୁମ ପାଇଁ ପଦେ