Posts

Showing posts with the label A single word.

ପ୍ରିୟା ଗୋ ତୁମ ପାଇଁ ପଦେ

ପ୍ରିୟା ଗୋ ତୁମେ ଅତି ସୁନ୍ଦର ତୁମ ହ୍ରୁଦୟ ଯେ କେତେ ନିଃର୍ମଳ ନାହିଁ ତୁମଠାରେ ରାଗ, ରୁସା ଅଭିମାନ କେତେ  ସରଳ ତୁମରି ମନ | ପାଖରେ ପାଇ ମୁଁ ତୁମକୁ ଧନ୍ୟ ଲଭିଛି ଏଇ ମନ ଜୀବନ ସାଥି ରୂପେ ପାଇବି ଯେବେ ଅମର ହୋଇବ ଏ ଜୀବନ | ପ୍ରିୟା ଗୋ ମୋ'ର ନ କର କେବେ ଛଳ ଆଉ ଅଭିମାନ ତୁମରି ବିନା କେହି ନାହିଁ ଆଉ ବୁଝିବାକୁ ମୋ ମନ | କହିଛି ମୁଁ ତୁମକୁ ସାଜିଛ ତୁମେ ମୋ ପ୍ରେରଣା ତୁମ ବିନା ହୋଇ ଯିବି ମୁଁ ପଥହରା ବାଟବଣା | <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"></script>