ପ୍ରିୟା ଗୋ ତୁମ ପାଇଁ ପଦେ
ପ୍ରିୟା ଗୋ ତୁମେ ଅତି ସୁନ୍ଦର
ତୁମ ହ୍ରୁଦୟ ଯେ କେତେ ନିଃର୍ମଳ
ନାହିଁ ତୁମଠାରେ ରାଗ, ରୁସା ଅଭିମାନ
କେତେ ସରଳ ତୁମରି ମନ |
ପାଖରେ ପାଇ ମୁଁ ତୁମକୁ
ଧନ୍ୟ ଲଭିଛି ଏଇ ମନ
ଜୀବନ ସାଥି ରୂପେ ପାଇବି ଯେବେ
ଅମର ହୋଇବ ଏ ଜୀବନ |
ପ୍ରିୟା ଗୋ ମୋ'ର ନ କର କେବେ
ଛଳ ଆଉ ଅଭିମାନ
ତୁମରି ବିନା କେହି ନାହିଁ ଆଉ
ବୁଝିବାକୁ ମୋ ମନ |
କହିଛି ମୁଁ ତୁମକୁ
ସାଜିଛ ତୁମେ ମୋ ପ୍ରେରଣା
ତୁମ ବିନା ହୋଇ ଯିବି
ମୁଁ ପଥହରା ବାଟବଣା |
<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
crossorigin="anonymous"></script>
Comments
Post a Comment