MU KALE TOTE BHALA PAUCHHI
ମୁଁ କାଳେ ତୋତେ ଭଲ ପାଉଛି
ଯେଉଁ ଆଡେ ଯାଏ, ତୋତେ ହିଁ ପାଏ ।
ଯାହାକୁ ବି ଦେଖେ, ତୋରି ଚେହେରା ହିଁ ଦିଶେ ॥
ଏମିତି, ଯେମିତି ହେଉଛି
ମୁଁ କାଳେ ତୋତେ ଭଲ ପାଉଛି ।
ବହି ଯେବେ ଖୋଲୁଛି, ଭାବି ସତେ ପଢିବି କିଛି ।
ପାଠ ନାହି ସେଇଠି, ତୋରି ଛବି ଦୁଶୁଛି ॥
କଲମ ଯେତେବେଳେ ଧରୁଛି, ଭାବି ଲେଖିବି କିଛି ।
କେବଳ ତୋ ବିଷୟରେ ଲେଖି ମୁଁ ଯାଉଛି ॥
ଏମିତି, ଯେମିତି ହେଉଛି
ମୁଁ କାଳେ ତୋତେ ଭଲ ପାଉଛି ॥
କଥା ନ ହୋଇ ରହି ମୁଁ ପାରୁନି,
ହୃଦୟ ମୋର ଜଳୁଛି ।
ଶାନ୍ତିରେ ପଦୁଟେ କଥା ହେଲେ ତୋରି ସାଥିରେ,
ଓଠରୁ ମୋର ହସ ଫୁଟୁଛି ॥
ଏମିତି, ଯେମିତି ହେଉଛି
ମୁଁ କାଳେ ତୋତେ ଭଲ ପାଉଛି ॥
ତୋତେ ନ ଜଣାଇ,
ତୋତେ ଦୁଃଖ ନ ଦେଇ
ତୋଠୁ ଦୂରକୁ ଯିବାକୁ ଇଚ୍ଛା କରିବି
ତୋରି ପକ୍ଷେ ହିଁ ଆସି ଅଟକି ଯାଉଛି ॥
ଏମିତି, ଯେମିତି ଲାଗୁଛି
ମୁଁ ସତରେ ତୋତେ ଭଲ ପାଉଛି ॥
gracehebal@gmail.com
8763914568
<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
crossorigin="anonymous"></script>
<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932" crossorigin="anonymous"></script> <ins class="adsbygoogle" style="display:block" data-ad-format="fluid" data-ad-layout-key="-c5+q-2s-1et+315" data-ad-client="ca-pub-2525313704730932" data-ad-slot="8868546630"></ins> <script> (adsbygoogle = window.adsbygoogle || []).push({});
</script>
Comments
Post a Comment