The Universal Charger: Revolutionizing Connectivity and Convenience

In today's fast-paced, tech-driven world, the demand for efficiency and convenience has never been higher. Enter the universal charger, a game-changer in the realm of electronic devices. This innovation not only streamlines the charging process but also brings a host of benefits to consumers and the environment. In this blog, we'll explore what a universal charger is, its uses, and the numerous profits it offers to both individuals and society at large. What is a Universal Charger? A universal charger is a single charging device compatible with a wide range of electronic gadgets, including smartphones, tablets, laptops, and other portable devices. Unlike traditional chargers, which are often device-specific, a universal charger uses standardized connectors such as USB-C, allowing it to work with various brands and models. This standardization is driven by the push for interoperability and reduction of electronic waste. Uses of a Universal Charger 1. * *Compatibility Across Devi...

MU KALE TOTE BHALA PAUCHHI



ମୁଁ କାଳେ ତୋତେ ଭଲ ପାଉଛି  

ଯେଉଁ ଆଡେ ଯାଏ, ତୋତେ ହିଁ ପାଏ । 
ଯାହାକୁ ବି ଦେଖେ, ତୋରି ଚେହେରା ହିଁ ଦିଶେ ॥ 
ଏମିତି, ଯେମିତି ହେଉଛି 
ମୁଁ କାଳେ ତୋତେ ଭଲ ପାଉଛି । 

ବହି ଯେବେ ଖୋଲୁଛି, ଭାବି ସତେ ପଢିବି କିଛି । 
ପାଠ ନାହି ସେଇଠି, ତୋରି ଛବି ଦୁଶୁଛି ॥ 
କଲମ ଯେତେବେଳେ ଧରୁଛି, ଭାବି ଲେଖିବି କିଛି । 
କେବଳ ତୋ ବିଷୟରେ ଲେଖି ମୁଁ ଯାଉଛି ॥ 
ଏମିତି, ଯେମିତି ହେଉଛି 
ମୁଁ କାଳେ ତୋତେ ଭଲ ପାଉଛି ॥ 

କଥା ନ ହୋଇ ରହି ମୁଁ ପାରୁନି, 
ହୃଦୟ ମୋର ଜଳୁଛି । 
ଶାନ୍ତିରେ ପଦୁଟେ କଥା ହେଲେ ତୋରି ସାଥିରେ, 
ଓଠରୁ ମୋର ହସ ଫୁଟୁଛି ॥ 
ଏମିତି, ଯେମିତି ହେଉଛି 
ମୁଁ କାଳେ ତୋତେ ଭଲ ପାଉଛି ॥ 

ତୋତେ ନ ଜଣାଇ, 
ତୋତେ ଦୁଃଖ ନ ଦେଇ 
ତୋଠୁ ଦୂରକୁ ଯିବାକୁ ଇଚ୍ଛା କରିବି 
ତୋରି ପକ୍ଷେ ହିଁ ଆସି ଅଟକି ଯାଉଛି ॥ 
ଏମିତି, ଯେମିତି ଲାଗୁଛି 
ମୁଁ ସତରେ ତୋତେ ଭଲ ପାଉଛି ॥ 

gracehebal@gmail.com   
8763914568  

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
     crossorigin="anonymous"></script>

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
     crossorigin="anonymous"></script>
<ins class="adsbygoogle"
     style="display:block"
     data-ad-format="fluid"
     data-ad-layout-key="-c5+q-2s-1et+315"
     data-ad-client="ca-pub-2525313704730932"
     data-ad-slot="8868546630"></ins>
<script>
     (adsbygoogle = window.adsbygoogle || []).push({}); 
</script>   

Comments

Popular posts from this blog

AFTER YOU WENT, FEW LINE FOR YOU

Introdution Myself.

ପ୍ରିୟା ଗୋ ତୁମ ପାଇଁ ପଦେ