Posts

The Universal Charger: Revolutionizing Connectivity and Convenience

In today's fast-paced, tech-driven world, the demand for efficiency and convenience has never been higher. Enter the universal charger, a game-changer in the realm of electronic devices. This innovation not only streamlines the charging process but also brings a host of benefits to consumers and the environment. In this blog, we'll explore what a universal charger is, its uses, and the numerous profits it offers to both individuals and society at large. What is a Universal Charger? A universal charger is a single charging device compatible with a wide range of electronic gadgets, including smartphones, tablets, laptops, and other portable devices. Unlike traditional chargers, which are often device-specific, a universal charger uses standardized connectors such as USB-C, allowing it to work with various brands and models. This standardization is driven by the push for interoperability and reduction of electronic waste. Uses of a Universal Charger 1. * *Compatibility Across Devi...

After you WenT, Few Lines for you.

Image
AFTER YOU WENT, FEW LINES FOR YOU. .......ତୁମେ ଗଲାପରେ, ତୁମ ପାଇଁ ପଦେ....... ଭଲପାଇ ମୁ୍ଁ ତୁମକୁ, ତୁମକୁ ପାଇବା ଆଶାରେ ମୁଁ ସମ୍ପୂର୍ଣ୍ଣ ବଦଳି ଗଲି ।। ବଦଳି ନି ପ୍ରିୟା ମୁହିଁ ଏକା, ତୁମେ ବି ଗଲ ବଦଳି ବଦଳି ତୁମେ ମୋ'ଠୁ ଦୁରକୁ ଗଲ ଚାଲି।। ଚାଲିଗଲ ଏପରି ଦୁରକୁ ଏକା କରି ମୋ ମନ ଜୀବନକୁ ହାତ ଧରି ପୁଣି ଆଉ କାହାକୁ।। ହାତ ଧରି ଆମେ ଏକ ଆରେକର ଗଢିବା ଆମେ ସୁନା ସଂସାର ଏହା ଥିଲା ଆମ ଜୀବନ ଗୀତର ସ୍ଵର।। ସେ ଗୀତର ସ୍ଵର ତାଳ ଗଲା ଗୋ ପ୍ରିୟା ବିଗିଡି ସୁନାର ସପନ ସବୁ ଗଲା ଜଳି ପୋଡି।। ଜାଳି ପୋଡି ଦେଲୁ ତୁ  ମୋ ଜୀବନର ଲକ୍ଷ୍ୟ, ସପନ ଚୁନା କରି ଦେଲୁ ପୁଣି ମୋ ଟିକି ମନ।। ଚୁନା କଲୁ ମନ, ଜାଳିଲୁ ସପନ ଦୁଃଖ ନାହିଁ କି ନାହିଁ ଅଭିମାନ  ଦୁଃଖ ଏତିକି କଲୁ ବୋଲି ମିଛ ଅଭିନୟ ।। ଭଲପାଇବାର କଲୁ ଏପରି ଅଭିନୟ କରି ନ ପାରିଲି ଟିକିଏ ସନ୍ଦେହ ଜାଣିପାରିଲି ନି, ନାହିଁ ବୋଲି ତୋ' ହୃଦୟ ।। ଦୁଃଖ ନାହିଁ ଆଜି ବି ନାହିଁ ତୋ ପ୍ରତି ମୋ ଅଭିମାନ ହୋଇଛି ଆଜି ପୁଣି ମା'ର ଗେଲ୍ଲା ସନ୍ତାନ ।। ତୋ ପ୍ରେମ ଥିଲା ମୋ ଜୀଇଁବାର କାରଣ ଚାଲିଥିଲି ହାରିବାକୁ ଏ ସୁ୍ନ୍ଦର ଜୀବନ ହୃଦୟ ଭାଙ୍ଗି ଆଖି ଖୋଲି ଦେଲୁ ହେଲି ମୁଁ ଆଜି ପିତାମାତାଙ୍କ ବଞ୍ଚିବାର କାରଣ ।। ତୁମକୁ ଭଲପାଇ  ଯାଇଥିଲି ସାଙ୍ଗସାଥି ମେଳୁ ଦୁରେଇ ତୁମ...

PROPOSE DAY SPECIAL ( CUTE PROPOSING STYLE)

Image
A boy proposing a girl.   Phase 1 (Through the Whatsapp Message). Boy2: Hello, what's up?  Girl: Ohh hiii, everything is going well.  Boy2: Really,  very good. I hoped that. Girl: Ohh. Boy2: I want to say something? can I? Girl: Okay. Then speak.  Boy2: I want to say that. But, how I can speak, I couldn't understand.  Girl: Don't be afraid. Speak, what you want to speak.  Boy2: I love you. Will you be m valentine?  Girl: Ohh really! how cute you are.   Boy2: So what then... Can we meet this evening? Girl: Of course we will. But, Where and How? Boy2: Evening 7O' clock, near the Lake. Girl: Okay then.  Boy2: I will be waiting. Girl: So cute. Done.     Phase II   (Through the text message)   (After finishing the chat with boy2, the girl text the boy1 to meet). Girl: Hello, Good afternoon. Boy 1: Good afternoon. what a surprise. What'...

YOU ARE FRIEND OF MY HEART ( ତୁମେ ମୋ ମନର ମିତ )

Image
ତୁମେ ମୋ ମନର ମିତ କାହିଁକି ଏତେ ମନେପଡେ  ତୁମକୁ ଆଜି  ତୁମକୁ ଦେଖିବାକୁ କ୍ଷୀଣ ଦୁଇ ଆଖି  ଗଲାଣି ମୋ ଲୁହରେ ଭିଜି ॥  ତୁମକୁ ଦେଖିବାକୁ ଆଜି ଇଚ୍ଛା ହୁଏ ଭାରି  ଏତେ ଦିନ ନ ଦେଖି ତୁମକୁ  ମୋ ମନ ହେଲାଣି ଝୁରି ॥  ଇଚ୍ଛା ହୁଏ ଆଜି ସତେ  କଥା ହେବାକୁ ବସି ତୁମରି ସାଥେ  ତୁମେ କି ଜାଣିବ ତୁମ ବିନା ଦିନ ମୋ କିପରି ବିତେ ॥  ବୁଝି ମୁ ପାରୁ ନାହି  ହୋଇଛି ମୋତେ କଣ? ତୁମକୁ ନ ଦେଖିଲେ କାହିଁକି  ପାଏ ମୋ ମନ କଷଣ? ତୁମୋ ଠାରୁ ଯେତେ ରହେ ମୁଁ ଦୂରେଇ  ସେତେ ହୁଏ ମୁଁ ଆକର୍ଷିତ  ରାଣ ଖାଇ କହୁଛି ମୁଁ ଆଜି  ତୁମେ ହି ମୋ ମନର ମିତ ॥  <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"></script>

CAN'T FORGET HIM ( ତାକୁ ଭୁଲି ହୁଏ ନାହି )

ତାକୁ ଭୁଲି ହୁଏ ନାହି    ପ୍ରେମକୁ କେବେ ମାପି ହୁଏ ନାହି  ସେ ଗଭୀର ସମୁନ୍ଦ୍ର  ଓଜନିଆ ପର୍ବତ  ସର୍ବଚ୍ଚ ଆକାଶ ସାଦୃଶ୍ୟ  ତେଣୁ, ତାକୁ ନଭୁଲେ ମଣିଷ ॥ ପ୍ରେମ ଅଟେ ଦୀର୍ଘ ସହିଷ୍ଣୁ  ପ୍ରେମ ସବୁଠୁ ହିତ ଜନକ  ପ୍ରେମ କାହାଲୁ ଈର୍ଷା କରେ ନାହି  ପ୍ରେମ ନିଜେ ଆତ୍ମବଡିମା କରେ ନାହି  ତେଣୁ, ତାକୁ ଭୁଲି ହୁଏ ନାହି ॥  ସେ ଅହଂକାର କରେ ନାହି ଅନୁଚିତ ବ୍ୟବହାର କରେ ନାହି  ସ୍ଵାର୍ଥ  ଚେଷ୍ଟା କରେ ନାହି  ଅନ୍ୟ ଉପରେ ବିରକ୍ତ ହୁଏ ନାହି ତେଣୁ, ତାକୁ କେବେ ଭୁଲି ହୁଏ ନାହି ॥  ଅପକାର ସ୍ମରଣରେ ରଖେ ନାହି  ଅଧର୍ମରେ ଆନନ୍ଦ କରେ ନାହି  କିନ୍ତୁ ସେ ସତ୍ୟରେ ଆନନ୍ଦ କରେ  ସବୁ କିଛି ସହ୍ୟ କରେ  ତେଣୁ, ମୋ ମନ ତାକୁ ନ ଭୁଲେ ॥  ପ୍ରେମ ସମସ୍ତଙ୍କୁ ବିଶ୍ବାସ କରେ  ସେ ସମସ୍ତଙ୍କ ଉପରେ ଭରସା କରେ  ସମସ୍ତ ବିଷୟରେ ସେ ଧର୍ଜ୍ୟ ଧରି ରହେ  ପ୍ରେମ କଦାପି ଶେଷ ହୁଏ ନାହି  ତେଣୁ, ତାକୁ ଭୁଲି ହୁଏ ନାହି ॥  gracehebal@gmail.com 8763914568 <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932" ...

THIS IS THE TIME JUST RECALL HIM. ( ସ୍ମରଣ କର )

ସ୍ମରଣ କର  ସୃଷ୍ଟି କରତାଙ୍କୁ କର ହେ ସ୍ମରଣ  ଆପଣା ଯୌବନ କାଳରେ, ଆସୁଅଛି ଅପରି ଏକ ଭୟାନକ ଦିନ  କହିବ ଯେବେ କିଛି ସୁଖ ନାହି ଏଥିରେ ।  ନ ଥିବ ସୂର୍ଯ୍ୟ ଚନ୍ଦ୍ର ଦୀପ୍ତି ଆଉ ତାରାଗଣ  ହୋଇ ଆଲୋକ ମୟ,  ବରଷା ପରେ ବି ପୁନର୍ବାର ଆସିବ  ମେଘର ଅନ୍ଧକାର ସମୟ ।  ହୋଇ ଯିବେ ସବୁ ଘୃହ ରକ୍ଷକ ଗଣ  ଆସିବା ଯେବେ ସେଇ ଦିନ, ଆପେ ନତ ହେବେ ପୁଣି ସେଇ ଦିନ  ଥିବେ ଯେତେ ବଳବାନ । ଅଳପ ହେବାରୁ ଯିବ ପେଷିକା  କର୍ମରୁ ନିବୃତ ହୋଇ,  ଯିବେ ଯେତେ ସବୁ ଦୃଷ୍ଟିକାରିଣୀ ଝରକାରେ  ଅନ୍ଧକାର ଗ୍ରସ୍ତା ହୋଇ ।  ସେ ସମୟରେ କ୍ଷୀଣ ହୋଇବ ପେଷଣ ଶବ୍ଦ  ପଥ ଆଡେ ହେବ ଦ୍ଵାରା ରୁଦ୍ଧ,  ଉଠିବ ଶୁଣି ସେ ପକ୍ଷୀର ନାଦ  କ୍ଷୀଣ ହୋଇଯିବେ ଯେ କରିଥିବେ ବାଦ୍ୟ । ଉଚ୍ଚ ସ୍ଥାନ ଦେଖି ହୋଇବ ଭୀତ  ପଥରେ ପୁଣି ହେବ ତ୍ରାସ  ଆପଣା ଭାରରେ ପଡିଙ୍ଗ ହୋଇବ ଭାରଗ୍ରସ୍ତ  ହୋଇଯିବ ବାଦାମ ବୃକ୍ଷ ପୁଷ୍ପିତ ॥  gracehebal@gmail.com 8763914568 <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"...

ସେଇ ବର୍ଷା ଆଉ ତୁମେ

ସେଇ ବର୍ଷା ଆଉ ତୁମେ ରାତିରେ tied ହୋଇ ଶୋଇବା ପରେ ସପନରେ ଭରି, କେତେବେଳେ ରାତି ପାହିଗଲା ଜଣା ହିଁ ପଡିଲା ନାହିଁ । ସକାଳେ ଉଠି ଦେଖିଲା ବେଳକୁ ବାହାରେ ଝିପିଝିପି ବର୍ଷା । ବହୁତ ଦିନ ପରେ ବର୍ଷା ଦେଖି, ବର୍ଷାରେ ଓଦା ହେବା ପାଇଁ ମନରେ ଉତ୍ସାହ ଭରିଗଲା । ବାହାରେ ଯାଇ ବର୍ଷାରେ ଭିଜୁଥାଏ । ସେତେବେଳେ ଦେଖିପାରିଲି ଗୋଟେ ଅଦେଖା ମୁହଁ । ଏତେ ସୁନ୍ଦର ସେ ଚେହେରା, ଯେ ଲାଗେ ସତେ ଯେମିତି ଗୋଟେ ଚାଉଳରେ ଗଢା । ଅଚିହ୍ନା ମୁହଁ, ଅଚିହ୍ନା ଚେହେରା କିନ୍ତୁ ଲାଗେ ସେ ଅତି ଆପଣା । ଅଚିହ୍ନା ହେଲେ ବି ସେ ପାଖକୁ ଆସିଲା । ମୋ ହାତରେ ହାତ ଧରି, ମୋ ସହିତ ବର୍ଷାରେ ସେ ବି ଓଦା ହେଲା । ଖୁସିରେ ଝୁମିଲା ହେଲେ ମୁଁ ତା ’ ରି ମୁହଁକୁ ଚାହିଁ ରହିଥାଏ । ଭାବୁଥାଏ, ଏ କିଏ ? ଏହାର ନାଁ କଣ ? ହେଲେ କିଛି ପଚାରି ପାରୁ ନ ଥାନ । ଏମିତି କେତେ ସମୟ ବିତିଗଲା । ବର୍ଷା ବି ଥମି ଗଲା, ଚେହେରା ବି ଅଦେଖା ହୋଇଗଲା । ହେଲେ ସେଇ ଦେଖା ଏକ ସ୍ମତି ପାଲଟିଗଲା । ଆଜି ବି ଯେତେବେଳେ ବର୍ଷା ହୁଏ, ସେଇ ଚେହେରା ଆଖିରେ ନାଚି ଉଠେ । ଆଉ ତା ’ ରି ସ୍ମତିରେ ବର୍ଷାରେ ଓଦା ହେବା ପାଇଁ ମନରେ ଖୁସି ଭରିଯାଏ । ମନ ଝୁମି ଯାଏ । ହେଲେ ଆଜି ବି ଏ ପାଗଳ ମନ ସେଇ ଚେହେରା ଖୋଜି ବୁଲେ । କାଳେ କେଉଁଠି ସେଇ ଚେହେରାର ଦେଖା ମିଳିବ । ତା ସହିତ ପୁଣି ଭେଟ ହେବ କିଛି କଥା ହେବ । ଏଇ ଆଶା ନେଇ ଏ ପାଗଳ ମନ ଆଜି ବି ସେଇ ଚେହେରାକୁ ...

BHABANA JAHA ASE TOME GOLA PARE.

Tume chali gola pore au kichhi to bholo lage na Tume golo chali dure mo tharu bahu dure Aji b a mano tumoku jhure Tumo sehi mitha smruti Se abhula priti Jalaye aji mate diba rati Jibanata hela moru chora bali Paru nh chali Joluchhi niti birahore chhati Tothapi kuhe nahi kahaku Sahi jaye sabu piyi akhi luho ku Sunniba loko jebe poro karigola Kohi ki paribi au mono kotha kaha ku? Aponnai neichhi mu nirabo rohiba Koibi nahi kichhi kahaku Sunni jibi sabu kichhi dunia jaha kahu Bhabu kehi nicho mate nijothu Aponnaro bhabi au kichhi koibi ni kahaku. Jaluchhi joli jibi muhin Premo tikoko tumori payiba pain Jibano jantrannare sodi jibi Hele kebe tamku jannibaku debi nahin. Payibara asha thila tumku jibane Ajayen to payi parili nahin No payi tamku chalijibi tamothu dure Hele tamoku janni baku debi nahi. <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous...