YOU ARE FRIEND OF MY HEART ( ତୁମେ ମୋ ମନର ମିତ )



ତୁମେ ମୋ ମନର ମିତ


କାହିଁକି ଏତେ ମନେପଡେ 
ତୁମକୁ ଆଜି 
ତୁମକୁ ଦେଖିବାକୁ କ୍ଷୀଣ ଦୁଇ ଆଖି 
ଗଲାଣି ମୋ ଲୁହରେ ଭିଜି ॥ 

ତୁମକୁ ଦେଖିବାକୁ ଆଜି
ଇଚ୍ଛା ହୁଏ ଭାରି 
ଏତେ ଦିନ ନ ଦେଖି ତୁମକୁ 
ମୋ ମନ ହେଲାଣି ଝୁରି ॥ 

ଇଚ୍ଛା ହୁଏ ଆଜି ସତେ 
କଥା ହେବାକୁ ବସି ତୁମରି ସାଥେ 
ତୁମେ କି ଜାଣିବ
ତୁମ ବିନା ଦିନ ମୋ କିପରି ବିତେ ॥ 
ବୁଝି ମୁ ପାରୁ ନାହି 
ହୋଇଛି ମୋତେ କଣ?
ତୁମକୁ ନ ଦେଖିଲେ କାହିଁକି 
ପାଏ ମୋ ମନ କଷଣ?

ତୁମୋ ଠାରୁ ଯେତେ ରହେ ମୁଁ ଦୂରେଇ 
ସେତେ ହୁଏ ମୁଁ ଆକର୍ଷିତ 
ରାଣ ଖାଇ କହୁଛି ମୁଁ ଆଜି 
ତୁମେ ହି ମୋ ମନର ମିତ ॥ 

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
     crossorigin="anonymous"></script>

Comments

Popular Posts

AFTER YOU WENT, FEW LINE FOR YOU

A Valentine's Day Story

Tere Yaad Mai...