CAN'T FORGET HIM ( ତାକୁ ଭୁଲି ହୁଏ ନାହି )
ତାକୁ ଭୁଲି ହୁଏ ନାହି
ପ୍ରେମକୁ କେବେ ମାପି ହୁଏ ନାହି
ସେ ଗଭୀର ସମୁନ୍ଦ୍ର
ଓଜନିଆ ପର୍ବତ
ସର୍ବଚ୍ଚ ଆକାଶ ସାଦୃଶ୍ୟ
ତେଣୁ, ତାକୁ ନଭୁଲେ ମଣିଷ ॥
ପ୍ରେମ ଅଟେ ଦୀର୍ଘ ସହିଷ୍ଣୁ
ପ୍ରେମ ସବୁଠୁ ହିତ ଜନକ
ପ୍ରେମ କାହାଲୁ ଈର୍ଷା କରେ ନାହି
ପ୍ରେମ ନିଜେ ଆତ୍ମବଡିମା କରେ ନାହି
ତେଣୁ, ତାକୁ ଭୁଲି ହୁଏ ନାହି ॥
ସେ ଅହଂକାର କରେ ନାହି
ଅନୁଚିତ ବ୍ୟବହାର କରେ ନାହି
ସ୍ଵାର୍ଥ ଚେଷ୍ଟା କରେ ନାହି
ଅନ୍ୟ ଉପରେ ବିରକ୍ତ ହୁଏ ନାହି
ତେଣୁ, ତାକୁ କେବେ ଭୁଲି ହୁଏ ନାହି ॥
ଅପକାର ସ୍ମରଣରେ ରଖେ ନାହି
ଅଧର୍ମରେ ଆନନ୍ଦ କରେ ନାହି
କିନ୍ତୁ ସେ ସତ୍ୟରେ ଆନନ୍ଦ କରେ
ସବୁ କିଛି ସହ୍ୟ କରେ
ତେଣୁ, ମୋ ମନ ତାକୁ ନ ଭୁଲେ ॥
ପ୍ରେମ ସମସ୍ତଙ୍କୁ ବିଶ୍ବାସ କରେ
ସେ ସମସ୍ତଙ୍କ ଉପରେ ଭରସା କରେ
ସମସ୍ତ ବିଷୟରେ ସେ ଧର୍ଜ୍ୟ ଧରି ରହେ
ପ୍ରେମ କଦାପି ଶେଷ ହୁଏ ନାହି
ତେଣୁ, ତାକୁ ଭୁଲି ହୁଏ ନାହି ॥
gracehebal@gmail.com
8763914568
<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
crossorigin="anonymous"></script>
Comments
Post a Comment