The Universal Charger: Revolutionizing Connectivity and Convenience

In today's fast-paced, tech-driven world, the demand for efficiency and convenience has never been higher. Enter the universal charger, a game-changer in the realm of electronic devices. This innovation not only streamlines the charging process but also brings a host of benefits to consumers and the environment. In this blog, we'll explore what a universal charger is, its uses, and the numerous profits it offers to both individuals and society at large. What is a Universal Charger? A universal charger is a single charging device compatible with a wide range of electronic gadgets, including smartphones, tablets, laptops, and other portable devices. Unlike traditional chargers, which are often device-specific, a universal charger uses standardized connectors such as USB-C, allowing it to work with various brands and models. This standardization is driven by the push for interoperability and reduction of electronic waste. Uses of a Universal Charger 1. * *Compatibility Across Devi...

CAN'T FORGET HIM ( ତାକୁ ଭୁଲି ହୁଏ ନାହି )



ତାକୁ ଭୁଲି ହୁଏ ନାହି  

ପ୍ରେମକୁ କେବେ ମାପି ହୁଏ ନାହି 
ସେ ଗଭୀର ସମୁନ୍ଦ୍ର 
ଓଜନିଆ ପର୍ବତ 
ସର୍ବଚ୍ଚ ଆକାଶ ସାଦୃଶ୍ୟ 
ତେଣୁ, ତାକୁ ନଭୁଲେ ମଣିଷ ॥
ପ୍ରେମ ଅଟେ ଦୀର୍ଘ ସହିଷ୍ଣୁ 
ପ୍ରେମ ସବୁଠୁ ହିତ ଜନକ 
ପ୍ରେମ କାହାଲୁ ଈର୍ଷା କରେ ନାହି 
ପ୍ରେମ ନିଜେ ଆତ୍ମବଡିମା କରେ ନାହି 
ତେଣୁ, ତାକୁ ଭୁଲି ହୁଏ ନାହି ॥ 
ସେ ଅହଂକାର କରେ ନାହି
ଅନୁଚିତ ବ୍ୟବହାର କରେ ନାହି 
ସ୍ଵାର୍ଥ  ଚେଷ୍ଟା କରେ ନାହି 
ଅନ୍ୟ ଉପରେ ବିରକ୍ତ ହୁଏ ନାହି
ତେଣୁ, ତାକୁ କେବେ ଭୁଲି ହୁଏ ନାହି ॥ 
ଅପକାର ସ୍ମରଣରେ ରଖେ ନାହି 
ଅଧର୍ମରେ ଆନନ୍ଦ କରେ ନାହି 
କିନ୍ତୁ ସେ ସତ୍ୟରେ ଆନନ୍ଦ କରେ 
ସବୁ କିଛି ସହ୍ୟ କରେ 
ତେଣୁ, ମୋ ମନ ତାକୁ ନ ଭୁଲେ ॥ 
ପ୍ରେମ ସମସ୍ତଙ୍କୁ ବିଶ୍ବାସ କରେ 
ସେ ସମସ୍ତଙ୍କ ଉପରେ ଭରସା କରେ 
ସମସ୍ତ ବିଷୟରେ ସେ ଧର୍ଜ୍ୟ ଧରି ରହେ 
ପ୍ରେମ କଦାପି ଶେଷ ହୁଏ ନାହି 
ତେଣୁ, ତାକୁ ଭୁଲି ହୁଏ ନାହି ॥ 



gracehebal@gmail.com
8763914568

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
     crossorigin="anonymous"></script>

Comments

Popular posts from this blog

AFTER YOU WENT, FEW LINE FOR YOU

Introdution Myself.

ପ୍ରିୟା ଗୋ ତୁମ ପାଇଁ ପଦେ