Posts

YOU ARE FRIEND OF MY HEART ( ତୁମେ ମୋ ମନର ମିତ )

Image
ତୁମେ ମୋ ମନର ମିତ କାହିଁକି ଏତେ ମନେପଡେ  ତୁମକୁ ଆଜି  ତୁମକୁ ଦେଖିବାକୁ କ୍ଷୀଣ ଦୁଇ ଆଖି  ଗଲାଣି ମୋ ଲୁହରେ ଭିଜି ॥  ତୁମକୁ ଦେଖିବାକୁ ଆଜି ଇଚ୍ଛା ହୁଏ ଭାରି  ଏତେ ଦିନ ନ ଦେଖି ତୁମକୁ  ମୋ ମନ ହେଲାଣି ଝୁରି ॥  ଇଚ୍ଛା ହୁଏ ଆଜି ସତେ  କଥା ହେବାକୁ ବସି ତୁମରି ସାଥେ  ତୁମେ କି ଜାଣିବ ତୁମ ବିନା ଦିନ ମୋ କିପରି ବିତେ ॥  ବୁଝି ମୁ ପାରୁ ନାହି  ହୋଇଛି ମୋତେ କଣ? ତୁମକୁ ନ ଦେଖିଲେ କାହିଁକି  ପାଏ ମୋ ମନ କଷଣ? ତୁମୋ ଠାରୁ ଯେତେ ରହେ ମୁଁ ଦୂରେଇ  ସେତେ ହୁଏ ମୁଁ ଆକର୍ଷିତ  ରାଣ ଖାଇ କହୁଛି ମୁଁ ଆଜି  ତୁମେ ହି ମୋ ମନର ମିତ ॥  <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"></script>

CAN'T FORGET HIM ( ତାକୁ ଭୁଲି ହୁଏ ନାହି )

ତାକୁ ଭୁଲି ହୁଏ ନାହି    ପ୍ରେମକୁ କେବେ ମାପି ହୁଏ ନାହି  ସେ ଗଭୀର ସମୁନ୍ଦ୍ର  ଓଜନିଆ ପର୍ବତ  ସର୍ବଚ୍ଚ ଆକାଶ ସାଦୃଶ୍ୟ  ତେଣୁ, ତାକୁ ନଭୁଲେ ମଣିଷ ॥ ପ୍ରେମ ଅଟେ ଦୀର୍ଘ ସହିଷ୍ଣୁ  ପ୍ରେମ ସବୁଠୁ ହିତ ଜନକ  ପ୍ରେମ କାହାଲୁ ଈର୍ଷା କରେ ନାହି  ପ୍ରେମ ନିଜେ ଆତ୍ମବଡିମା କରେ ନାହି  ତେଣୁ, ତାକୁ ଭୁଲି ହୁଏ ନାହି ॥  ସେ ଅହଂକାର କରେ ନାହି ଅନୁଚିତ ବ୍ୟବହାର କରେ ନାହି  ସ୍ଵାର୍ଥ  ଚେଷ୍ଟା କରେ ନାହି  ଅନ୍ୟ ଉପରେ ବିରକ୍ତ ହୁଏ ନାହି ତେଣୁ, ତାକୁ କେବେ ଭୁଲି ହୁଏ ନାହି ॥  ଅପକାର ସ୍ମରଣରେ ରଖେ ନାହି  ଅଧର୍ମରେ ଆନନ୍ଦ କରେ ନାହି  କିନ୍ତୁ ସେ ସତ୍ୟରେ ଆନନ୍ଦ କରେ  ସବୁ କିଛି ସହ୍ୟ କରେ  ତେଣୁ, ମୋ ମନ ତାକୁ ନ ଭୁଲେ ॥  ପ୍ରେମ ସମସ୍ତଙ୍କୁ ବିଶ୍ବାସ କରେ  ସେ ସମସ୍ତଙ୍କ ଉପରେ ଭରସା କରେ  ସମସ୍ତ ବିଷୟରେ ସେ ଧର୍ଜ୍ୟ ଧରି ରହେ  ପ୍ରେମ କଦାପି ଶେଷ ହୁଏ ନାହି  ତେଣୁ, ତାକୁ ଭୁଲି ହୁଏ ନାହି ॥  gracehebal@gmail.com 8763914568 <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932" ...

THIS IS THE TIME JUST RECALL HIM. ( ସ୍ମରଣ କର )

ସ୍ମରଣ କର  ସୃଷ୍ଟି କରତାଙ୍କୁ କର ହେ ସ୍ମରଣ  ଆପଣା ଯୌବନ କାଳରେ, ଆସୁଅଛି ଅପରି ଏକ ଭୟାନକ ଦିନ  କହିବ ଯେବେ କିଛି ସୁଖ ନାହି ଏଥିରେ ।  ନ ଥିବ ସୂର୍ଯ୍ୟ ଚନ୍ଦ୍ର ଦୀପ୍ତି ଆଉ ତାରାଗଣ  ହୋଇ ଆଲୋକ ମୟ,  ବରଷା ପରେ ବି ପୁନର୍ବାର ଆସିବ  ମେଘର ଅନ୍ଧକାର ସମୟ ।  ହୋଇ ଯିବେ ସବୁ ଘୃହ ରକ୍ଷକ ଗଣ  ଆସିବା ଯେବେ ସେଇ ଦିନ, ଆପେ ନତ ହେବେ ପୁଣି ସେଇ ଦିନ  ଥିବେ ଯେତେ ବଳବାନ । ଅଳପ ହେବାରୁ ଯିବ ପେଷିକା  କର୍ମରୁ ନିବୃତ ହୋଇ,  ଯିବେ ଯେତେ ସବୁ ଦୃଷ୍ଟିକାରିଣୀ ଝରକାରେ  ଅନ୍ଧକାର ଗ୍ରସ୍ତା ହୋଇ ।  ସେ ସମୟରେ କ୍ଷୀଣ ହୋଇବ ପେଷଣ ଶବ୍ଦ  ପଥ ଆଡେ ହେବ ଦ୍ଵାରା ରୁଦ୍ଧ,  ଉଠିବ ଶୁଣି ସେ ପକ୍ଷୀର ନାଦ  କ୍ଷୀଣ ହୋଇଯିବେ ଯେ କରିଥିବେ ବାଦ୍ୟ । ଉଚ୍ଚ ସ୍ଥାନ ଦେଖି ହୋଇବ ଭୀତ  ପଥରେ ପୁଣି ହେବ ତ୍ରାସ  ଆପଣା ଭାରରେ ପଡିଙ୍ଗ ହୋଇବ ଭାରଗ୍ରସ୍ତ  ହୋଇଯିବ ବାଦାମ ବୃକ୍ଷ ପୁଷ୍ପିତ ॥  gracehebal@gmail.com 8763914568 <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"...

ସେଇ ବର୍ଷା ଆଉ ତୁମେ

ସେଇ ବର୍ଷା ଆଉ ତୁମେ ରାତିରେ tied ହୋଇ ଶୋଇବା ପରେ ସପନରେ ଭରି, କେତେବେଳେ ରାତି ପାହିଗଲା ଜଣା ହିଁ ପଡିଲା ନାହିଁ । ସକାଳେ ଉଠି ଦେଖିଲା ବେଳକୁ ବାହାରେ ଝିପିଝିପି ବର୍ଷା । ବହୁତ ଦିନ ପରେ ବର୍ଷା ଦେଖି, ବର୍ଷାରେ ଓଦା ହେବା ପାଇଁ ମନରେ ଉତ୍ସାହ ଭରିଗଲା । ବାହାରେ ଯାଇ ବର୍ଷାରେ ଭିଜୁଥାଏ । ସେତେବେଳେ ଦେଖିପାରିଲି ଗୋଟେ ଅଦେଖା ମୁହଁ । ଏତେ ସୁନ୍ଦର ସେ ଚେହେରା, ଯେ ଲାଗେ ସତେ ଯେମିତି ଗୋଟେ ଚାଉଳରେ ଗଢା । ଅଚିହ୍ନା ମୁହଁ, ଅଚିହ୍ନା ଚେହେରା କିନ୍ତୁ ଲାଗେ ସେ ଅତି ଆପଣା । ଅଚିହ୍ନା ହେଲେ ବି ସେ ପାଖକୁ ଆସିଲା । ମୋ ହାତରେ ହାତ ଧରି, ମୋ ସହିତ ବର୍ଷାରେ ସେ ବି ଓଦା ହେଲା । ଖୁସିରେ ଝୁମିଲା ହେଲେ ମୁଁ ତା ’ ରି ମୁହଁକୁ ଚାହିଁ ରହିଥାଏ । ଭାବୁଥାଏ, ଏ କିଏ ? ଏହାର ନାଁ କଣ ? ହେଲେ କିଛି ପଚାରି ପାରୁ ନ ଥାନ । ଏମିତି କେତେ ସମୟ ବିତିଗଲା । ବର୍ଷା ବି ଥମି ଗଲା, ଚେହେରା ବି ଅଦେଖା ହୋଇଗଲା । ହେଲେ ସେଇ ଦେଖା ଏକ ସ୍ମତି ପାଲଟିଗଲା । ଆଜି ବି ଯେତେବେଳେ ବର୍ଷା ହୁଏ, ସେଇ ଚେହେରା ଆଖିରେ ନାଚି ଉଠେ । ଆଉ ତା ’ ରି ସ୍ମତିରେ ବର୍ଷାରେ ଓଦା ହେବା ପାଇଁ ମନରେ ଖୁସି ଭରିଯାଏ । ମନ ଝୁମି ଯାଏ । ହେଲେ ଆଜି ବି ଏ ପାଗଳ ମନ ସେଇ ଚେହେରା ଖୋଜି ବୁଲେ । କାଳେ କେଉଁଠି ସେଇ ଚେହେରାର ଦେଖା ମିଳିବ । ତା ସହିତ ପୁଣି ଭେଟ ହେବ କିଛି କଥା ହେବ । ଏଇ ଆଶା ନେଇ ଏ ପାଗଳ ମନ ଆଜି ବି ସେଇ ଚେହେରାକୁ ...

BHABANA JAHA ASE TOME GOLA PARE.

Tume chali gola pore au kichhi to bholo lage na Tume golo chali dure mo tharu bahu dure Aji b a mano tumoku jhure Tumo sehi mitha smruti Se abhula priti Jalaye aji mate diba rati Jibanata hela moru chora bali Paru nh chali Joluchhi niti birahore chhati Tothapi kuhe nahi kahaku Sahi jaye sabu piyi akhi luho ku Sunniba loko jebe poro karigola Kohi ki paribi au mono kotha kaha ku? Aponnai neichhi mu nirabo rohiba Koibi nahi kichhi kahaku Sunni jibi sabu kichhi dunia jaha kahu Bhabu kehi nicho mate nijothu Aponnaro bhabi au kichhi koibi ni kahaku. Jaluchhi joli jibi muhin Premo tikoko tumori payiba pain Jibano jantrannare sodi jibi Hele kebe tamku jannibaku debi nahin. Payibara asha thila tumku jibane Ajayen to payi parili nahin No payi tamku chalijibi tamothu dure Hele tamoku janni baku debi nahi. <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous...

GOOD FRIDAY #GOOD_FRIDAY

ଗୁଡ ଫ୍ରାଇଡେ ଅନେକ ବର୍ଷ ପୂର୍ବେ ଆଜିର ଏହି ଦିନରେ ପ୍ରଭୂ ଯୀଶୁଖ୍ରୀଷ୍ଟଙ୍କୁ କୃଶାର୍ପିତ କରାଯାଇଥିଲା  । ଆଉ ତାଙ୍କର ମରଣ ଦିବସକୁ ଗୁଡ ଫ୍ରାଇଡେ ବା ପବିତ୍ର ଶୁକ୍ରବାର ରୂପେ ପାଳନ କରାଯାଉଛି  । କୃଶୀୟ ମରଣ କେତେ ଯେ କଷ୍ଟକର  । ହେଲେ ଆଜିର ଏହି ଦିନକୁ ପବିତ୍ର ରୂପେ ପାଳନ କରାଯାଏ କାହିଁକି  ? ଧର୍ମୀୟ ଗ୍ରନ୍ଥ ପବିତ୍ର ବାଇବଲ ଅନୁଯାୟୀ ସେ ପବିତ୍ର ଥିଲେ,ଅଛନ୍ତି ଆଉ ରହିଥିବେ  । ସେ ପରମେଶ୍ୱରଙ୍କଠାରୁ ପ୍ରେରିତ ହୋଇ ମାନବର ଉଦ୍ଧାର କରିବା ପାଇଁ ପୃଥିବୀକୁ ଆସିଥିଲେ  । ସେ ପୃଥିବୀରେ 32 ବର୍ଷ ବୟସ ଯାଏଁ ଜୀବତ ଥିଲେ  । ସେ ଜୀବିତ ଥିବା ସମୟରେ ଅନେକ ଅଲୌକିକ କାର୍ଯ୍ୟ ସାଧନ କଲେ  । ଅନେକ ରୋଗୀକୁ ସୁସ୍ଥ କଲେ  । ଅନ୍ଧକୁ ଦୃଷ୍ଟି, ଖଞ୍ଜକୁ ଗୋଡ଼ ଦେଲେ  । ପୁଣି ପାପିକୁ ପାପରୁ କ୍ଷମା ବି କଲେ  । ଶେଷରେ ତାଙ୍କରି ହାତରେ ତିଆରି ମଣିଷ ତାଙ୍କୁ ହିଁ ଚିହ୍ନିଲା ନାହିଁ  । ବିନା ଦୋଷରେ ଦୋଷି ସାବ୍ୟସ୍ତ କଲା  ।  ତାଙ୍କୁ ନେଇ କେତେ ଯେ ଥଟ୍ଟା କଲା  । ଗାଲରେ ଚାପୁଡ଼ା, ପିଠିରେ କରୋଡ଼ା ମାରିଲା  । ବିନା ଦୋଷରେ ବି ସବୁ ସହିଗଲେ ସେ ପଦେ ହେଲେ ଉତ୍ତର ଦେଲେ ନାହିଁ  । ମଣିଷକୁ ଏତେ ପ୍ରେମ କଲେ ଯେ ଶରୀରରୁ ଶେଷ ବିନ୍ଦୁ ପର୍ଯ୍ୟନ୍ତ ରକ୍ତ ଝରାଇଲେ  । ଶେଷରେ କୃଶ ବୋହି ଗଲଗଥାକୁ ଆରୋହଣ କଲେ ...

TU HI TU

Har Ek Chehre Pe Nazar Ati hai Tu Akho mai Khubsooorat si Sapna v Saja Gayi Hai Tu. Mere Khawo Khayalo mai rehti hai Tu Mere Charo Taraf ki Khoosbu mai Shama gayi hai Tu. Han Tu hi Tu Mere raho mai har pal ki Har Lamha mai v hai Tu Mere har yaadon mai v jud gayi hai Tu. Han Tu hi Tu. Mere Rooh mai v hai Tu Dil ki Dhadkan ban kar Shanso mai Shama gayi hai Tu. Jaarehi  hai Jab Chhadkar Ekele Mujhe Keyse Jiun mai Tujh Bin Jab Dil ki Dhadkan ko hi Sath Lejaa Rehi hai Tu. Han Tu hi Tu. <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"></script>