Posts

Sole trade Business Features, Advantages and Disadvantages

  Sole trade Business Features, Advantages and Disadvantages A Project Paper Submitted in Partial Fulfilment for the Award of the +2 1 st year Commerce department         Submitted to:  Department of commerce Higher Secondary School, Semiliguda   Submitted by: Name:-   Name of the Institute:  Paper On:  Roll No:        Date of Submission:                                                        Signature   SEMILIGUDA J R COLLEGE, SEMILIGUDA Sole trades Business: Features, Advantages and Disadvantages! Proprietorship (also called sole trade organisation) is the oldest form of business ownership in In...

SIMPLE INTEREST AND COMPOUND INTEREST

  SIMPLE INTEREST AND COMPOUND interest A Project Paper Submitted in Partial Fulfilment for the Award of the +2 1 st year Commerce department         Submitted to:  Department of commerce Higher Secondary School, Semiliguda   Submitted by: Name:-   Name of the Institute:  Paper On:  Roll No:       Date of Submission:                                                        Signature   SEMILIGUDA J R COLLEGE, SEMILIGUDA Simple Interest Simple interest is a method to calculate the amount of interest charged on a sum at a given rate and for a given period of time. In simple interest, the principal amount is...

MY CALL FOR YOU

Abhay: Calling his friend, the phone is ringing..... Mousam: The phone is ringing....... ignore... Abhay: Again calling... Mousam: Ignore... disconnect the phone Abhay: Once again call Mousam.... ( this time she is angry with Abhay and replies to his call) hello... Mousam: Hello, why you are calling me again and again. one I disconnect your phone then why calling me again and again. Abhay: (Humbly talk to her) it's my fault. but what I will do. I want to say something. That's why I am calling you again and again. Mousam: Okay then tells me. Abhay: No thanks now. (Feel something inside her heart and just keep quiet. and replied to Abhay.) Mousam: Okay tell, me what happened? Abhay: Nothing but, I just wanted to talk with you. that's it. Mousam: Hey! what happened. tell me, anything told your parents? Abhay: Nobody is here, then who told me what. Mousam: Hey! Why are you talking like this? I could not understand. Please tell me openly. Abhay: My parents are n...

MU KALE TOTE BHALA PAUCHHI

ମୁଁ କାଳେ ତୋତେ ଭଲ ପାଉଛି    ଯେଉଁ ଆଡେ ଯାଏ, ତୋତେ ହିଁ ପାଏ ।  ଯାହାକୁ ବି ଦେଖେ, ତୋରି ଚେହେରା ହିଁ ଦିଶେ ॥  ଏମିତି, ଯେମିତି ହେଉଛି  ମୁଁ କାଳେ ତୋତେ ଭଲ ପାଉଛି ।  ବହି ଯେବେ ଖୋଲୁଛି, ଭାବି ସତେ ପଢିବି କିଛି ।  ପାଠ ନାହି ସେଇଠି, ତୋରି ଛବି ଦୁଶୁଛି ॥  କଲମ ଯେତେବେଳେ ଧରୁଛି, ଭାବି ଲେଖିବି କିଛି ।  କେବଳ ତୋ ବିଷୟରେ ଲେଖି ମୁଁ ଯାଉଛି ॥  ଏମିତି, ଯେମିତି ହେଉଛି  ମୁଁ କାଳେ ତୋତେ ଭଲ ପାଉଛି ॥  କଥା ନ ହୋଇ ରହି ମୁଁ ପାରୁନି,  ହୃଦୟ ମୋର ଜଳୁଛି ।  ଶାନ୍ତିରେ ପଦୁଟେ କଥା ହେଲେ ତୋରି ସାଥିରେ,  ଓଠରୁ ମୋର ହସ ଫୁଟୁଛି ॥  ଏମିତି, ଯେମିତି ହେଉଛି  ମୁଁ କାଳେ ତୋତେ ଭଲ ପାଉଛି ॥  ତୋତେ ନ ଜଣାଇ,  ତୋତେ ଦୁଃଖ ନ ଦେଇ  ତୋଠୁ ଦୂରକୁ ଯିବାକୁ ଇଚ୍ଛା କରିବି  ତୋରି ପକ୍ଷେ ହିଁ ଆସି ଅଟକି ଯାଉଛି ॥  ଏମିତି, ଯେମିତି ଲାଗୁଛି  ମୁଁ ସତରେ ତୋତେ ଭଲ ପାଉଛି ॥  gracehebal@gmail.com    8763914568   <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"   ...

I DO NOT WANT TO SPEAK.

$ କହିବିନି $   ପ୍ରଥମ ଦେଖାରୁ ମତେ ଭଲ ଲାଗୁ ତୁ  ମୋତେ ଭଲ କହ ବୋଲି ତୋତେ କହିବିନି ।  ଆଖିର ଝରକା ଦେଇ ହୃଦୟରେ ଆସି ତୋଳିଛୁ ଘର ତୋ ହୃଦୟରେ ଘରଟେ ତୋଳିଦେ କହିବିନି ।  ପ୍ରଥମ ଦେଖାରୁ ତୋତେ ଭଲପାଇ ବସିଛି ପ୍ରିୟା ତୁ ବି ମୋତେ ଭଲ ପାଆ ବୋଲି କହିବିନି ।  ନିଜ ଶରୀର ପରି ତୋ'ର ଯତ୍ନ ନେବି ହେଲେ, ସେ ପରି ଯତ୍ନ ନେ ଏକଥା ତୋତେ କହିବିନି ।  ଟିକେ ଦୂରେ ଥିଲେ ବହୁତ ମାନେ ପଡୁ ତୁ  ତୁ ବି ମୋତେ ମାନେ ପକା କହିବିନି ।  ତୋ ସହିତ ଅଧିକରୁ ଅଧିକ ସମୟ ବିତେଇବାକୁ ମୋ ଇଚ୍ଚ୍ହା  ତୁ ମୋ ସହିତ ହିଁ ସମୟ ବିତା ଏକଥା ତୋତେ କହିବିନି ॥  ତୋ ସୁଖରେ ଦୁଃଖରେ ଛାଇପରି ସାଥେ ରହିବି  ଅନିଚ୍ଛା ସ୍ଵତେ ତୁ ମୋ ସାଥିରେ ରହ କହିବିନି ।  ତୋ'ଠୁ ନିମିଷକେ ପାଇଁ ଦୂରେ ରହି ପାରିବନି  ତୁ କଣ ପାଇଁ ଦୂରେ ଦୂରେ ରହୁଛୁ ତୋତେ କହିବିନି ॥       <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"></script>

You are in my Mind.

ତୁ ମୋ ମନରେ    ପ୍ରଥମ ଦେଖାର ଅଭୂଲା ସ୍ମୃତି ପାରିନି ତାକୁ ଏଯାଏଁ ଭୁଲି । ସେହି ସ୍ମୃତିକୁ ରଖିଛି ଛାତି ତଳେ ମୁଁ ଲୁଚେଇ ॥ ସେହି ପ୍ରଥମ ଦେଖାରୁ ଆଜିର ଦେଖାରେ ଅନେକ ପ୍ରରକ ରହିଛି, ତଥାପି ମୋ ଦୁଇ ଆଖିରେ ତୋ'ରି ଛବି ନାଚୁଛି ।। ପ୍ରଥମ ଦେଖରେ ଏ ମୋ ହୃଦୟରେ ବାସି ଉଠିଥିଲା ତୋ ପ୍ରେମର ବାସନା, ଆଜି ସେହି ହୃଦୟରେ ଭରିଯାଇଅଛି ବିରହର ଦୁଃଖ ଯନ୍ତ୍ରଣା ॥ ମନ ଚାହିଁଥିଲା କେତେ ଏ ଦୁଇ ଆଖି ସପନ ଦେଖିଥିଲା ଯେତେ, ଭାଙ୍ଗି ଯାଇଛି ସବୁ ବାଲି ଘର ପରି ହୋଇ ସତେ ॥ ସ୍ଵାର୍ଥ ତ ନଥିଲା ମୋ ପ୍ରେମରେ ଦୂରେଇ ଗଲୁ ତୁ କି ପାଇଁରେ, ଆଜି ବି ତୁ ହିଁ ଅଛୁ  ମୋ ପ୍ରେମରେ ମୋ ପ୍ରେମ ତୋତେ ହିଁ ଝୁରେ ॥ ମନ ମୋ ପାଗଳ ପରି ସବୁ ବେଳେ ଘାରି ହେଉଛି ତୋ'ରି କଥା, ତୋ'ତେ କାଳେ ଖବର ନାହିଁ  ମୋ'ର ଏହି ଅକୁହା ମନର ବ୍ୟଥା ॥ ଆଖିରୁ ସିନା ଦୂରରେ ଅଛୁରେ ମନରୁ ନାହି କେବେ ଦୂରେ,  ଯେତେ ଦୂରେ ଥାଇ ବି ଆଜି ବି ରହିଛୁ ତୁ ମୋ ଏହି ଟିକି ମନରେ ॥ ମନରୁ ତୋତେ ଦୂରେଇ ମୁଁ ପାରୁନି ଦିନେ ହୃଦୟ ଦେଇ ଭଲ ପାଇଛି ବୋଲି, ତୋ ପାଇଁ ମୋ ପ୍ରେମ ବାସି ତୋ ହୋଇନି ରହିଛି ସଜ ଫୁଲଟେ ଭଳି ॥ ତୋ ସହିତ ବିତେଇ ଥିବା ପ୍ରତୀଟି ମହୁର୍ତ୍ତ ମୋ ନିଃଶ୍ଵାସ ପ୍ରଶ୍ବାସରେ ଯୋଡିତ, ସେଥିଲାଗି ପାଉଛି ମୁଁ କଷ୍ଟ ବହୁତ ତଥାପି ତୁ ମୋ ମନରେ, ଏହା ହିଁ ସତ ॥  <script async src="https...

TEAR IN THE RAIN

Barsa Bhija Luha.        ଯେତେବେଳେ ବାଦଲ ଗର୍ଜନ କରେ । ପୁଣି, ନୀଳ ଆକାଶରେ କଳା ବାଦଲ ଘେରି ଯାଏ। ଏହି  ମନରେ ସେ ଦିନ ବର୍ଷା ଭିଜା କଥା ମନେ ପଡିଯାଏ । ସତରେ ସେ ଦିନର ସେହି ଘଟଣା ଆଉ ଜୀବନରେ କେବେ ଘଟିବନି ।  ସେହି ଘଟଣା ଜୀବନରେ ଏକ ଅଭୂଲା ସ୍ମୃତିର ଛବି ଆଙ୍କି ଦେଇଛି । ଯେବେ ବି, ଯେତେବେଳେ ବି ବର୍ଷା ହୁଏ, ମୋତେ ସେହି ଦୃଶ୍ୟ ମନେ ପଡେ ହିଁ ପଡେ ।          ସେ ଦିନଥିଲା ଆମ କଲେଜର ଶେଷ ଦିନ । ପ୍ରାୟ  ସମସ୍ତେ ଖୁସିରେ ଥାନ୍ତି । କେବଳ ସୃଷ୍ଟିଙ୍କୁ ଛାଡି ଦେଲେ । ହଁ ମୁ ମଧ୍ୟ ତାଙ୍କ ସହିତ ସାମିଲ ।  କାରଣ ଆମେ ଦୁହେଁ ଭଲ ବନ୍ଧୁ ଅଟୁ । ସେ ଦିନ ସେ ବହୁତ ହିଁ କାନ୍ଦୁଥିଲେ। ସମସ୍ତଙ୍କଠୁ ଦୂରେଇ ଯିବାର ଦୁଃଖରେ । ତାଙ୍କୁ ଦେଖି ଦେଖି ମୁଁ ବି ଅସମ୍ଭାଳ ହେଇଯାଉଥିଲି । ଏହି ସମୟରେ ଯଦି ମୋ ଆଖିରୁ ଟୋପେ ଲୁହ ଝରିଯାଏ ତା'ହେଲେ ସେ ଚୁପ ହେବାର ପ୍ରଶ୍ନ ଉଠିନଥା'ନ୍ତା । ସେଇଥିପାଇଁ ମୁଁ ନିଜକୁ ସେ ଦିନ ବହୁତ ଆୟତ୍ତରେ ରଖିଲି ।  ଏମିତି କିଛି ସମୟ ବିତିଗଲା, ଶେଷରେ ବିଦାୟ ନେଇ ଆମେ ବାହାରି ପଡିଲୁ । ଟିକେ ଡେରି ହେଇଯିବା କାରଣରୁ ସୃଷ୍ତିଙ୍କ ବସ ମିସ ହୋଇଗଲା । ଆମେ ବସ ଧରିବା ଆଶାରେ ମୋ ମୋଟର ସାଇକେଲରେ ଟିକେ ଦୂରରେ ଥିବା ବାସଷ୍ଟାଣ୍ଡକୁ ଯିବାକୁ ବାହାରି ପଡିଲୁ । ଜୀବ ବାଟରେ, କିଛି ପଛ ଦିନର କଥା ...