Posts

Showing posts from 2018

The Universal Charger: Revolutionizing Connectivity and Convenience

In today's fast-paced, tech-driven world, the demand for efficiency and convenience has never been higher. Enter the universal charger, a game-changer in the realm of electronic devices. This innovation not only streamlines the charging process but also brings a host of benefits to consumers and the environment. In this blog, we'll explore what a universal charger is, its uses, and the numerous profits it offers to both individuals and society at large. What is a Universal Charger? A universal charger is a single charging device compatible with a wide range of electronic gadgets, including smartphones, tablets, laptops, and other portable devices. Unlike traditional chargers, which are often device-specific, a universal charger uses standardized connectors such as USB-C, allowing it to work with various brands and models. This standardization is driven by the push for interoperability and reduction of electronic waste. Uses of a Universal Charger 1. * *Compatibility Across Devi

YOU ARE FRIEND OF MY HEART ( ତୁମେ ମୋ ମନର ମିତ )

Image
ତୁମେ ମୋ ମନର ମିତ କାହିଁକି ଏତେ ମନେପଡେ  ତୁମକୁ ଆଜି  ତୁମକୁ ଦେଖିବାକୁ କ୍ଷୀଣ ଦୁଇ ଆଖି  ଗଲାଣି ମୋ ଲୁହରେ ଭିଜି ॥  ତୁମକୁ ଦେଖିବାକୁ ଆଜି ଇଚ୍ଛା ହୁଏ ଭାରି  ଏତେ ଦିନ ନ ଦେଖି ତୁମକୁ  ମୋ ମନ ହେଲାଣି ଝୁରି ॥  ଇଚ୍ଛା ହୁଏ ଆଜି ସତେ  କଥା ହେବାକୁ ବସି ତୁମରି ସାଥେ  ତୁମେ କି ଜାଣିବ ତୁମ ବିନା ଦିନ ମୋ କିପରି ବିତେ ॥  ବୁଝି ମୁ ପାରୁ ନାହି  ହୋଇଛି ମୋତେ କଣ? ତୁମକୁ ନ ଦେଖିଲେ କାହିଁକି  ପାଏ ମୋ ମନ କଷଣ? ତୁମୋ ଠାରୁ ଯେତେ ରହେ ମୁଁ ଦୂରେଇ  ସେତେ ହୁଏ ମୁଁ ଆକର୍ଷିତ  ରାଣ ଖାଇ କହୁଛି ମୁଁ ଆଜି  ତୁମେ ହି ମୋ ମନର ମିତ ॥  <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"></script>

CAN'T FORGET HIM ( ତାକୁ ଭୁଲି ହୁଏ ନାହି )

ତାକୁ ଭୁଲି ହୁଏ ନାହି    ପ୍ରେମକୁ କେବେ ମାପି ହୁଏ ନାହି  ସେ ଗଭୀର ସମୁନ୍ଦ୍ର  ଓଜନିଆ ପର୍ବତ  ସର୍ବଚ୍ଚ ଆକାଶ ସାଦୃଶ୍ୟ  ତେଣୁ, ତାକୁ ନଭୁଲେ ମଣିଷ ॥ ପ୍ରେମ ଅଟେ ଦୀର୍ଘ ସହିଷ୍ଣୁ  ପ୍ରେମ ସବୁଠୁ ହିତ ଜନକ  ପ୍ରେମ କାହାଲୁ ଈର୍ଷା କରେ ନାହି  ପ୍ରେମ ନିଜେ ଆତ୍ମବଡିମା କରେ ନାହି  ତେଣୁ, ତାକୁ ଭୁଲି ହୁଏ ନାହି ॥  ସେ ଅହଂକାର କରେ ନାହି ଅନୁଚିତ ବ୍ୟବହାର କରେ ନାହି  ସ୍ଵାର୍ଥ  ଚେଷ୍ଟା କରେ ନାହି  ଅନ୍ୟ ଉପରେ ବିରକ୍ତ ହୁଏ ନାହି ତେଣୁ, ତାକୁ କେବେ ଭୁଲି ହୁଏ ନାହି ॥  ଅପକାର ସ୍ମରଣରେ ରଖେ ନାହି  ଅଧର୍ମରେ ଆନନ୍ଦ କରେ ନାହି  କିନ୍ତୁ ସେ ସତ୍ୟରେ ଆନନ୍ଦ କରେ  ସବୁ କିଛି ସହ୍ୟ କରେ  ତେଣୁ, ମୋ ମନ ତାକୁ ନ ଭୁଲେ ॥  ପ୍ରେମ ସମସ୍ତଙ୍କୁ ବିଶ୍ବାସ କରେ  ସେ ସମସ୍ତଙ୍କ ଉପରେ ଭରସା କରେ  ସମସ୍ତ ବିଷୟରେ ସେ ଧର୍ଜ୍ୟ ଧରି ରହେ  ପ୍ରେମ କଦାପି ଶେଷ ହୁଏ ନାହି  ତେଣୁ, ତାକୁ ଭୁଲି ହୁଏ ନାହି ॥  gracehebal@gmail.com 8763914568 <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"></script>

THIS IS THE TIME JUST RECALL HIM. ( ସ୍ମରଣ କର )

ସ୍ମରଣ କର  ସୃଷ୍ଟି କରତାଙ୍କୁ କର ହେ ସ୍ମରଣ  ଆପଣା ଯୌବନ କାଳରେ, ଆସୁଅଛି ଅପରି ଏକ ଭୟାନକ ଦିନ  କହିବ ଯେବେ କିଛି ସୁଖ ନାହି ଏଥିରେ ।  ନ ଥିବ ସୂର୍ଯ୍ୟ ଚନ୍ଦ୍ର ଦୀପ୍ତି ଆଉ ତାରାଗଣ  ହୋଇ ଆଲୋକ ମୟ,  ବରଷା ପରେ ବି ପୁନର୍ବାର ଆସିବ  ମେଘର ଅନ୍ଧକାର ସମୟ ।  ହୋଇ ଯିବେ ସବୁ ଘୃହ ରକ୍ଷକ ଗଣ  ଆସିବା ଯେବେ ସେଇ ଦିନ, ଆପେ ନତ ହେବେ ପୁଣି ସେଇ ଦିନ  ଥିବେ ଯେତେ ବଳବାନ । ଅଳପ ହେବାରୁ ଯିବ ପେଷିକା  କର୍ମରୁ ନିବୃତ ହୋଇ,  ଯିବେ ଯେତେ ସବୁ ଦୃଷ୍ଟିକାରିଣୀ ଝରକାରେ  ଅନ୍ଧକାର ଗ୍ରସ୍ତା ହୋଇ ।  ସେ ସମୟରେ କ୍ଷୀଣ ହୋଇବ ପେଷଣ ଶବ୍ଦ  ପଥ ଆଡେ ହେବ ଦ୍ଵାରା ରୁଦ୍ଧ,  ଉଠିବ ଶୁଣି ସେ ପକ୍ଷୀର ନାଦ  କ୍ଷୀଣ ହୋଇଯିବେ ଯେ କରିଥିବେ ବାଦ୍ୟ । ଉଚ୍ଚ ସ୍ଥାନ ଦେଖି ହୋଇବ ଭୀତ  ପଥରେ ପୁଣି ହେବ ତ୍ରାସ  ଆପଣା ଭାରରେ ପଡିଙ୍ଗ ହୋଇବ ଭାରଗ୍ରସ୍ତ  ହୋଇଯିବ ବାଦାମ ବୃକ୍ଷ ପୁଷ୍ପିତ ॥  gracehebal@gmail.com 8763914568 <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"></script>