Posts

Showing posts from 2017

The Universal Charger: Revolutionizing Connectivity and Convenience

In today's fast-paced, tech-driven world, the demand for efficiency and convenience has never been higher. Enter the universal charger, a game-changer in the realm of electronic devices. This innovation not only streamlines the charging process but also brings a host of benefits to consumers and the environment. In this blog, we'll explore what a universal charger is, its uses, and the numerous profits it offers to both individuals and society at large. What is a Universal Charger? A universal charger is a single charging device compatible with a wide range of electronic gadgets, including smartphones, tablets, laptops, and other portable devices. Unlike traditional chargers, which are often device-specific, a universal charger uses standardized connectors such as USB-C, allowing it to work with various brands and models. This standardization is driven by the push for interoperability and reduction of electronic waste. Uses of a Universal Charger 1. * *Compatibility Across Devi

ସେଇ ବର୍ଷା ଆଉ ତୁମେ

ସେଇ ବର୍ଷା ଆଉ ତୁମେ ରାତିରେ tied ହୋଇ ଶୋଇବା ପରେ ସପନରେ ଭରି, କେତେବେଳେ ରାତି ପାହିଗଲା ଜଣା ହିଁ ପଡିଲା ନାହିଁ । ସକାଳେ ଉଠି ଦେଖିଲା ବେଳକୁ ବାହାରେ ଝିପିଝିପି ବର୍ଷା । ବହୁତ ଦିନ ପରେ ବର୍ଷା ଦେଖି, ବର୍ଷାରେ ଓଦା ହେବା ପାଇଁ ମନରେ ଉତ୍ସାହ ଭରିଗଲା । ବାହାରେ ଯାଇ ବର୍ଷାରେ ଭିଜୁଥାଏ । ସେତେବେଳେ ଦେଖିପାରିଲି ଗୋଟେ ଅଦେଖା ମୁହଁ । ଏତେ ସୁନ୍ଦର ସେ ଚେହେରା, ଯେ ଲାଗେ ସତେ ଯେମିତି ଗୋଟେ ଚାଉଳରେ ଗଢା । ଅଚିହ୍ନା ମୁହଁ, ଅଚିହ୍ନା ଚେହେରା କିନ୍ତୁ ଲାଗେ ସେ ଅତି ଆପଣା । ଅଚିହ୍ନା ହେଲେ ବି ସେ ପାଖକୁ ଆସିଲା । ମୋ ହାତରେ ହାତ ଧରି, ମୋ ସହିତ ବର୍ଷାରେ ସେ ବି ଓଦା ହେଲା । ଖୁସିରେ ଝୁମିଲା ହେଲେ ମୁଁ ତା ’ ରି ମୁହଁକୁ ଚାହିଁ ରହିଥାଏ । ଭାବୁଥାଏ, ଏ କିଏ ? ଏହାର ନାଁ କଣ ? ହେଲେ କିଛି ପଚାରି ପାରୁ ନ ଥାନ । ଏମିତି କେତେ ସମୟ ବିତିଗଲା । ବର୍ଷା ବି ଥମି ଗଲା, ଚେହେରା ବି ଅଦେଖା ହୋଇଗଲା । ହେଲେ ସେଇ ଦେଖା ଏକ ସ୍ମତି ପାଲଟିଗଲା । ଆଜି ବି ଯେତେବେଳେ ବର୍ଷା ହୁଏ, ସେଇ ଚେହେରା ଆଖିରେ ନାଚି ଉଠେ । ଆଉ ତା ’ ରି ସ୍ମତିରେ ବର୍ଷାରେ ଓଦା ହେବା ପାଇଁ ମନରେ ଖୁସି ଭରିଯାଏ । ମନ ଝୁମି ଯାଏ । ହେଲେ ଆଜି ବି ଏ ପାଗଳ ମନ ସେଇ ଚେହେରା ଖୋଜି ବୁଲେ । କାଳେ କେଉଁଠି ସେଇ ଚେହେରାର ଦେଖା ମିଳିବ । ତା ସହିତ ପୁଣି ଭେଟ ହେବ କିଛି କଥା ହେବ । ଏଇ ଆଶା ନେଇ ଏ ପାଗଳ ମନ ଆଜି ବି ସେଇ ଚେହେରାକୁ ଖୋଜେ

BHABANA JAHA ASE TOME GOLA PARE.

Tume chali gola pore au kichhi to bholo lage na Tume golo chali dure mo tharu bahu dure Aji b a mano tumoku jhure Tumo sehi mitha smruti Se abhula priti Jalaye aji mate diba rati Jibanata hela moru chora bali Paru nh chali Joluchhi niti birahore chhati Tothapi kuhe nahi kahaku Sahi jaye sabu piyi akhi luho ku Sunniba loko jebe poro karigola Kohi ki paribi au mono kotha kaha ku? Aponnai neichhi mu nirabo rohiba Koibi nahi kichhi kahaku Sunni jibi sabu kichhi dunia jaha kahu Bhabu kehi nicho mate nijothu Aponnaro bhabi au kichhi koibi ni kahaku. Jaluchhi joli jibi muhin Premo tikoko tumori payiba pain Jibano jantrannare sodi jibi Hele kebe tamku jannibaku debi nahin. Payibara asha thila tumku jibane Ajayen to payi parili nahin No payi tamku chalijibi tamothu dure Hele tamoku janni baku debi nahi. <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous&

GOOD FRIDAY #GOOD_FRIDAY

ଗୁଡ ଫ୍ରାଇଡେ ଅନେକ ବର୍ଷ ପୂର୍ବେ ଆଜିର ଏହି ଦିନରେ ପ୍ରଭୂ ଯୀଶୁଖ୍ରୀଷ୍ଟଙ୍କୁ କୃଶାର୍ପିତ କରାଯାଇଥିଲା  । ଆଉ ତାଙ୍କର ମରଣ ଦିବସକୁ ଗୁଡ ଫ୍ରାଇଡେ ବା ପବିତ୍ର ଶୁକ୍ରବାର ରୂପେ ପାଳନ କରାଯାଉଛି  । କୃଶୀୟ ମରଣ କେତେ ଯେ କଷ୍ଟକର  । ହେଲେ ଆଜିର ଏହି ଦିନକୁ ପବିତ୍ର ରୂପେ ପାଳନ କରାଯାଏ କାହିଁକି  ? ଧର୍ମୀୟ ଗ୍ରନ୍ଥ ପବିତ୍ର ବାଇବଲ ଅନୁଯାୟୀ ସେ ପବିତ୍ର ଥିଲେ,ଅଛନ୍ତି ଆଉ ରହିଥିବେ  । ସେ ପରମେଶ୍ୱରଙ୍କଠାରୁ ପ୍ରେରିତ ହୋଇ ମାନବର ଉଦ୍ଧାର କରିବା ପାଇଁ ପୃଥିବୀକୁ ଆସିଥିଲେ  । ସେ ପୃଥିବୀରେ 32 ବର୍ଷ ବୟସ ଯାଏଁ ଜୀବତ ଥିଲେ  । ସେ ଜୀବିତ ଥିବା ସମୟରେ ଅନେକ ଅଲୌକିକ କାର୍ଯ୍ୟ ସାଧନ କଲେ  । ଅନେକ ରୋଗୀକୁ ସୁସ୍ଥ କଲେ  । ଅନ୍ଧକୁ ଦୃଷ୍ଟି, ଖଞ୍ଜକୁ ଗୋଡ଼ ଦେଲେ  । ପୁଣି ପାପିକୁ ପାପରୁ କ୍ଷମା ବି କଲେ  । ଶେଷରେ ତାଙ୍କରି ହାତରେ ତିଆରି ମଣିଷ ତାଙ୍କୁ ହିଁ ଚିହ୍ନିଲା ନାହିଁ  । ବିନା ଦୋଷରେ ଦୋଷି ସାବ୍ୟସ୍ତ କଲା  ।  ତାଙ୍କୁ ନେଇ କେତେ ଯେ ଥଟ୍ଟା କଲା  । ଗାଲରେ ଚାପୁଡ଼ା, ପିଠିରେ କରୋଡ଼ା ମାରିଲା  । ବିନା ଦୋଷରେ ବି ସବୁ ସହିଗଲେ ସେ ପଦେ ହେଲେ ଉତ୍ତର ଦେଲେ ନାହିଁ  । ମଣିଷକୁ ଏତେ ପ୍ରେମ କଲେ ଯେ ଶରୀରରୁ ଶେଷ ବିନ୍ଦୁ ପର୍ଯ୍ୟନ୍ତ ରକ୍ତ ଝରାଇଲେ  । ଶେଷରେ କୃଶ ବୋହି ଗଲଗଥାକୁ ଆରୋହଣ କଲେ  । ସେଠାରେ ତାଙ୍କ ହାତ ଓ ପାଦରେ କଣ୍ଟା ମାରି କୃଶରେ ଟଙ୍ଗାଇ ଦେଇଥିଲେ  ।  ସେ କୃଶ ଉପରେ ସାତଟି ବାଣୀ କହି

TU HI TU

Har Ek Chehre Pe Nazar Ati hai Tu Akho mai Khubsooorat si Sapna v Saja Gayi Hai Tu. Mere Khawo Khayalo mai rehti hai Tu Mere Charo Taraf ki Khoosbu mai Shama gayi hai Tu. Han Tu hi Tu Mere raho mai har pal ki Har Lamha mai v hai Tu Mere har yaadon mai v jud gayi hai Tu. Han Tu hi Tu. Mere Rooh mai v hai Tu Dil ki Dhadkan ban kar Shanso mai Shama gayi hai Tu. Jaarehi  hai Jab Chhadkar Ekele Mujhe Keyse Jiun mai Tujh Bin Jab Dil ki Dhadkan ko hi Sath Lejaa Rehi hai Tu. Han Tu hi Tu. <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"      crossorigin="anonymous"></script>