ତୁମେ

ମୋ ସୟନେ ସପନେ ଜାଗରଣେ
ରହିଅଛ ଏକା ତୁୁମେ,
ମୋ ହ୍ରୁଦୟେ ଜୀବନେ ସ୍ପନ୍ଦନେ
ରହିଅଛ ଏକା ତୁମେ |

ମୋ ଦୁଃଖର ଜୀବନେ ଲୁହ ସାଜି
ସାଥି ହୋଇ ରହିଛ ତୁମେ,
ସୁଖ ଭରିଲେ ଉଦାସ ଜୀବନେ
ଓଠର ହସ ହେଉଛ ତୁମେ |

Lakshya ହରା ଜୀବନରେ
ପ୍ରେରଣା ସାଜିଛ ତୁମେ,
ଅନ୍ଧକାର ଘେରା ମୋ'ରି ଏ ଜୀବନେ
ପ୍ରଦୀପ ଶିଖା ତୁମେ |

ମୋ'ର ଏ khyannika ଜୀବନେ ତୁମେ ହିଁ ତୁମେ ||


<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"

     crossorigin="anonymous"></script>

Comments

Popular Posts

Tere Yaad Mai...

A Valentine's Day Story

Unveiling the Archaeological Wonders of the Bible: Discovering Ancient Sites and Artifacts